ETV Bharat / state

ପରଲୋକରେ କଳାହାଣ୍ଡି ମହାରାଜା ଉଦିତ ପ୍ରତାପ ଦେଓ - ଉଦିତ ପ୍ରତାପ ଦେଓ

କଳାହାଣ୍ଡି ମହାରାଜା ଉଦିତ ପ୍ରତାପ ଦେବଙ୍କ ପରଲୋକ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ହୋଇଛି । ତାଙ୍କ ବିୟୋଗରେ କଳାହାଣ୍ଡି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Sep 2, 2019, 8:25 PM IST

Updated : Sep 3, 2019, 2:47 AM IST

କଳାହାଣ୍ଡି: 32 ତମ ନାଗବଂଶୀ ଶାସକ ଉଦିତ ପ୍ରତାପ ଦେଓଙ୍କ ଦେହାନ୍ତ ହୋଇଯାଇଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସୋମବାର ସନ୍ଧ୍ୟା 5ଟା 45ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 71 ବର୍ଷ ବୟସ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

1948ରେ ଜନ୍ମ ହୋଇଥିଲେ କଳାହାଣ୍ଡି ମହାରାଜା ଉଦିତ ପ୍ରତାପ ଦେଓ। କଳାହାଣ୍ଡି ଜୁନାଗଡରୁ ବିଧାୟକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ପ୍ରତାପ ଦେଓ । ମୃତ୍ୟୁବେଳକୁ ମହାରାଜାଙ୍କ ପାଖରେ ମହାରାଣୀ ପଦ୍ମମଞ୍ଜରୀ ଦେବୀ, ଅନନ୍ତ ପ୍ରତାପ ଦେଓ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁରେ କଳାହାଣ୍ଡିରେ ଶୋକରେ ଛାୟା ଖେଳିଯାଇଛି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

କଳାହାଣ୍ଡି: 32 ତମ ନାଗବଂଶୀ ଶାସକ ଉଦିତ ପ୍ରତାପ ଦେଓଙ୍କ ଦେହାନ୍ତ ହୋଇଯାଇଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସୋମବାର ସନ୍ଧ୍ୟା 5ଟା 45ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 71 ବର୍ଷ ବୟସ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

1948ରେ ଜନ୍ମ ହୋଇଥିଲେ କଳାହାଣ୍ଡି ମହାରାଜା ଉଦିତ ପ୍ରତାପ ଦେଓ। କଳାହାଣ୍ଡି ଜୁନାଗଡରୁ ବିଧାୟକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ପ୍ରତାପ ଦେଓ । ମୃତ୍ୟୁବେଳକୁ ମହାରାଜାଙ୍କ ପାଖରେ ମହାରାଣୀ ପଦ୍ମମଞ୍ଜରୀ ଦେବୀ, ଅନନ୍ତ ପ୍ରତାପ ଦେଓ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁରେ କଳାହାଣ୍ଡିରେ ଶୋକରେ ଛାୟା ଖେଳିଯାଇଛି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

SLUG : HISTORIC GANESH PUJA 
FORMAT : PKG 
REPORT : DEBASIS MOHAPATRA / BHADRAK
DATE : 02.09.2019

ANCHOR : ଐତିହାସିକ ଗଣେଶ ପୂଜା ପାଇଁ ଏବେ ଚଳ ଚଞ୍ଚଳ ଭଦ୍ରକ ସହର। ପୁରୁଣାବଜ଼ାର ଅଞ୍ଚଳରେ 500 ସହ ବର୍ଷ ପୂର୍ବରୁ ପୂଜା ପାଇଁ ଅସୁଛନ୍ତି ବୁଢା ଗଣେଶ। କାଳକ୍ରମେ ଟୋକା ଗଣେଶ ଏବଂ ପିଲା ଗଣେଶ ଦୀର୍ଘ ବର୍ଷ ଧରି ପୂଜା ପାଉଛନ୍ତି। ଏହି ବୁଢ଼ା, ଟୋକା ଓ ପିଲା ଗଣେଶ ଏକ ମାସ ଧରି ପୂଜା ପାଇଥାନ୍ତି। ଏହି ପରମ୍ପରା ବହୁ ଦିନ ଧରି ପାଳିତ ହୋଇ ଆସୁଛି। ଏହାକୁ ନେଇ ବର୍ତ୍ତମାନ ସହର ସାରା ଭକ୍ତିମୟ ମାହୋଲ ସ୍ରୁଷ୍ଟି ହୋଇଛି। 

Vo_1 : ପାଞ୍ଚସହ ବର୍ଷର ପରମ୍ପରାକୁ ବଜାୟ ରଖିଛି ଭାଇଚାରାର ସହର ଭଦ୍ରକ। ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଏହି ପୂଜାରେ ଅଂଶଗ୍ରହଣ କରିଥାନ୍ତି। ମୋଗଲ ସାମ୍ରାଜ୍ୟ ବେଳୁ ଏହିପରି ଭାବେ ଏକ ମାସ ଧରି ପୂଜା ପାଉଛନ୍ତି ବାବା ବୁଢା ଗଣେଶ। ଯିଏ ଯାହା ମାନସିକ କରନ୍ତି ତାହା ପାଆନ୍ତି ବୋଲି ଶ୍ରଦ୍ଧାଳୁଙ୍କ ମତ। ତେଣୁ ମାନସିକ ପୂରଣ କରିବା ପାଇଁ ଏଠାରେ ନଡିଆ ପୂଜା କରାଯାଏ। କାଳକ୍ରମେ ଟୋକା ଗଣେଶ ମଧ୍ଯ ପୂଜା ପାଉଛନ୍ତି। ପ୍ରତେକ ଦିନ ବାବାଙ୍କ ପାଖରେ ବଡ଼ ଭୋଗ ହୋଇଥାଏ। 1970 ମସିହାରେ ଆରମ୍ଭ ହୋଇଥିବା ଟୋକା ଗଣେଶ ଆଜି ପର୍ଯ୍ୟନ୍ତ ପୂଜା ପାଇ ଆସୁଛନ୍ତି। ଟୋକା ଗଣେଶର ବିଶେଷତ୍ୱ ହେଉଛି ଚାନ୍ଦି ମେଢ଼ ଯାହାକି ସାରା ଓଡିଶା ପ୍ରସିଦ୍ଧ। 
Bite_1 : ସଦସ୍ୟ ବୁଢା ଗଣେଶ କିମିଟି 
Bite_2 : ଶ୍ରଦ୍ଧାଳୁ 

Vo_2 : ସେହିପରି କୁଆଁସରେ ମଧ୍ୟ 1993 ମସିହା ଠାରୁ ଆରମ୍ଭ ହୋଇଛି ପିଲା ଗଣେଶ ପୂଜା। ଏହାର ବିଶେଷତ୍ୱ ହେଉଛି ବିରାଟ କଳସ ଶୋଭାଯାତ୍ରା। ଏକ ମାସ ଧରି ଏଠାରେ ଆମିଷ କହି ଖାଆନ୍ତି ନାହିଁ। ବିଭିନ୍ନ ଅନୁଷ୍ଠାନ ମାନଙ୍କ ପକ୍ଷରୁ ପ୍ରତିଦିନ ଆକର୍ଷଣୟ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲେ। ଏହି ତିନି ପୂଜା କମିଟିର ମୁଖ୍ୟ ଆକର୍ଷଣ ଭସାଣିଉତ୍ସବ। ସେହିପରି ଭସାଣି ଉସଃବରେ ରାଜ୍ୟର ବିଭିନ୍ୟ ଜ଼ିଲ୍ଲାର ପାରମ୍ପରିକ ବାଦ୍ୟଯନ୍ତ୍ର ସହ ଆଦିବାସୀ ପରମ୍ପପରା ମହିଳାଙ୍କ ନାଚ ବେଶ ଅକୃଷ୍ଟ କରିଥାଏ ଶ୍ରଦ୍ଧାଳୁଙ୍କୁ। 
Bite_3 : ଟୋକା ଗଣେଶ ପୂଜା କମିଟିର ସଦସ୍ୟ
Bite_4 : ପିଲା ଗଣେଶ କମିଟିର ଉପଦେଷ୍ଟା 

FVO : ଏକ ମାସ ଧରି ପୂଜା ପାଉଥିବା ବୁଢା, ଟୋକା ଓ ପିଲା ଗଣେଶ ପାଇଁ ଜ଼ିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରୀକ୍ଷା ଵେବସ୍ଥା କରାଯାଇଛି। 
Last Updated : Sep 3, 2019, 2:47 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.