କଳାହାଣ୍ଡି: ସୀମାରେ ଅଟକ ୩ ଯୁବକ । ଲକଡାଉନ ସମୟରେ ଏମାନେ ଓଡିଶା ଛତିଶଗଡ଼ ସଂଯୋଗ କରୁଥିବା ଜାତୀୟ ରାଜପଥ ୧୩୦ ଛତିଶଗଡ଼ ରାସ୍ତା ଦେଇ କଳାହାଣ୍ଡି ଜୁନାଗଡ଼କୁ ସାଇକେଲରେ ଫେରୁଥିଲେ । ଏମାନେ ପୁଣେ, ମହାରାଷ୍ଟ୍ରରୁ ଆସୁଥିବା ଜଣାପଡିଛି ।
ତେବେ ଓଡିଶା ଛତିଶଗଡ଼ ବୋଡ଼ର୍ରରେ ତାଙ୍କୁ ପୋଲିସ ଅଟକ ରଖିଛି । ତଦନ୍ତରୁ ଜଣାପଡିଛି କି, ସେମାନେ ଦୀର୍ଘ ୧୨ ଦିନ ହେଲା ସାଇକେଲରେ ଯାତ୍ରା କରି ଆସୁଛନ୍ତି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ