ETV Bharat / state

କଳାହାଣ୍ଡି ରେ 21 ତମ କରୋନା ରୋଗୀ

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟରରେ ଏହି ସୂଚନା ଦିଆଯାଇଛି । ଏହା ଅନୁସାରେ କଳାହାଣ୍ଡିର 29 ବର୍ଷିୟ ଯୁବକଙ୍କ ରିପୋର୍ଟ ପଜିଟିଭ ଆସିଛି । ଅଧିକ ପଢନ୍ତୁ...

କଳାହାଣ୍ଡି ରେ 21 ତମ କରୋନା ରୋଗୀ।
କଳାହାଣ୍ଡି ରେ 21 ତମ କରୋନା ରୋଗୀ।
author img

By

Published : Apr 4, 2020, 10:51 PM IST

ଭୁବନେଶ୍ବର: ଟଳୁନି ବିପଦ । ଶୁକ୍ରବାର ଗୋଟିଏ ଦିନରେ 15 ପଜିଟିଭ ପରେ ଶନିବାର ଆଉ ଜଣେ କୋରୋନା ସଂକ୍ରମଣ ଥିବା ସ୍ପଷ୍ଟ ହୋଇଛି । ଫଳରେ ରାଜ୍ୟରେ ମୋଟ ସଂଖ୍ୟା 21କୁ ବୃଦ୍ଧି ପାଇଛି ।

କଳାହାଣ୍ଡି ରେ 21 ତମ କରୋନା ରୋଗୀ।
କଳାହାଣ୍ଡି ରେ 21 ତମ କରୋନା ରୋଗୀ

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟରରେ ଏହି ସୂଚନା ଦିଆଯାଇଛି । ଏହା ଅନୁସାରେ କଳାହାଣ୍ଡିର 29 ବର୍ଷିୟ ଯୁବକଙ୍କ ରିପୋର୍ଟ ପଜିଟିଭ ଆସିଛି । ଶନିବାର ନମୁନା ପରୀକ୍ଷା ପରେ ସେ କୋରୋନା ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି । ପୂର୍ବରୁ ସେ ବାହାରିନ ଗସ୍ତ କରିଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର ଗୋଟିଏ ଦିନରେ 15 ଜଣ ଲୋକ କୋରୋନା ପଜିଟିଭ ଥିବା ସ୍ପଷ୍ଟ ହୋଇଥିଲା । ଏମାନଙ୍କ ମଧ୍ୟରୁ ଭୁବନେଶ୍ବରରେ ସର୍ବାଧିକ 7 ଜଣ ଥିଲେ । ଶନିବାରର ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂଖ୍ୟା 21କୁ ଛୁଇଁଛି ।

ଶନିବାର 304ଟି ନମୁନା ପରୀକ୍ଷା ହୋଇଥିବାବେଳେ ଗୋଟିଏ ପଜିଟିଭ ଆସିଛି । ଏପର୍ଯ୍ୟନ୍ତ ମୋଟ 1699ଟି ଟେଷ୍ଟ ହୋଇଛି । ଯେଉଁଥିରୁ 21ଟି ପଜିଟିଭ ଆସିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.