ETV Bharat / state

ଝାରସୁଗୁଡାର ତିନୋଟି ସହରାଞ୍ଚଳରେ ସାପ୍ତାହିକ ସଟଡାଉନ, ଶୂନଶାନ ରାସ୍ତାଘାଟ

author img

By

Published : May 1, 2021, 6:09 PM IST

ଆଜି ଝାରସୁଗୁଡା ଜିଲ୍ଲାର 3ଟି ସହରାଞ୍ଚଳରେ ସଟଡାଉନକୁ କଡାକଡି ଲାଗୁ କରିବାକୁ ପ୍ରଶାସନ ପକ୍ଷରୁ ପ୍ରୟାସ କରାଯାଇଥିବା ବେଳେ ଅମାନିଆଙ୍କ ଠାରୁ ଫାଇନ ଆଦାୟ କରାଯାଉଛି । ଅଧିକ ପଢନ୍ତୁ...

ଜିଲ୍ଲାର ତିନୋଟି ସହରାଞ୍ଚଳରେ ସାପ୍ତାହିକ ସଟଡାଉନ, ଶୂନଶାନ ରାସ୍ତା ଘାଟ

ଝାରସୁଗୁଡା : ଦେଶରେ ଉଗ୍ର ହୋଇଛି କରୋନା ମହାମାରୀ । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ଲାଗି କଟକଣାକୁ କଡାକଡି କରିଛନ୍ତି ସରକାର । ମହାରାଷ୍ଟ୍ର, ଦିଲ୍ଲୀ ସମେତ ପଡ଼ୋଶୀ ଛତିଶଗଡ଼ରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାରୁ ଚିନ୍ତାର କାରଣ ପାଲଟିଛି ।

ଏହାକୁ ଦୃଷ୍ଟିରେ ରଖି ସଂଧ୍ୟା ୬ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ମଧ୍ୟ ଜାରି ରହିଛି । ସେହିପରି ଜିଲ୍ଲାର ତିନୋଟି ସହରାଞ୍ଚଳରେ ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍ ବି ଲାଗୁ କରାଯାଇଛି । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ଲାଗି କଟକଣାକୁ କଡାକଡି କରିଛନ୍ତି ଜିଲ୍ଲା ପ୍ରଶାସନ । ଆଜି ଝାରସୁଗୁଡା ଜିଲ୍ଲାର 3ଟି ସହରାଞ୍ଚଳରେ ସଟଡାଉନକୁ କଡାକଡି ଲାଗୁ କରିବାକୁ ପ୍ରଶାସନ ପକ୍ଷରୁ ପ୍ରୟାସ କରାଯାଇଥିବା ବେଳେ ଅମାନିଆଙ୍କ ଠାରୁ ଫାଇନ ଆଦାୟ କରାଯାଉଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.