ETV Bharat / state

ଭିଜିଲାନ୍ସ ପଞ୍ଝାରେ ଲକ୍ଷପତି ଜିଆରଏସ, 5ଟି ସ୍ଥାନରେ ଚଢାଉ

author img

By

Published : Dec 30, 2019, 6:57 PM IST

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଝାରସୁଗୁଡା ଜିଲ୍ଲା ପାନପାଲି ପଞ୍ଚାୟତର ଜିଆରଏସ ଉଜ୍ବଳ କୁମାର ବଡ଼ମେରିଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଅଧିକ ପଢନ୍ତୁ...

vigilance raid
ଭିଜିଲାନ୍ସ ଜାଲରେ ଲକ୍ଷପତି ଜିଆରଏସ

ଝାରସୁଗୁଡା: ଭିଜିଲାନ୍ସ ଜାଲରେ ପାନପାଲି ଜିଆରଏସ l ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଝାରସୁଗୁଡା ଜିଲ୍ଲା ପାନପାଲି ପଞ୍ଚାୟତର ଜିଆରଏସ ଉଜ୍ବଳ କୁମାର ବଡ଼ମେରିଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଏହି ଚଢାଉ ସମୟରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ରହିଥିବା ଝାରସୁଗୁଡା ଭିଜିଲାନ୍ସ ଡ଼ିଏସପି ପକ୍ଷରୁ ସୂଚନା ମିଳିଛି ।

ଭିଜିଲାନ୍ସ ଜାଲରେ ଲକ୍ଷପତି ଜିଆରଏସ

ଜିଆରଏସ ଉଜ୍ବଳ କୁମାର ବଡ଼ମେରିଙ୍କ ଝାରସୁଗୁଡା ବାଳିଜୁରୀ ସ୍ଥିତ ବାସଭବନ, ପାନପାଲି ଅଫିସ, ତାଙ୍କ ପୈତୃକ ଘର ଅର୍ଡା, ନୂଆ ଘର , ଶଶ୍ବୁର ଘର ଏବଂ ଦୋକାନଘର ସମେତ 5ଟି ସ୍ଥାନରେ ଚଢ଼ାଉ କରାଯାଇଛି l

ବିଶ୍ବସ୍ତ ସୂତ୍ରରୁ ଖବର ପାଇଁ ଝାରସୁଗୁଡା ଭିଜିଲାନ୍ସ DSP ଦିଲ୍ଲୀପ କୁମାର କରଙ୍କ ନେତୃତ୍ବରେ ସମ୍ବଲପୁର, ସୁନ୍ଦରଗଡ, ରାଉରକେଲା , ସୋନପୁର ଏବଂ ବରଗଡ଼ ଟିମ ଏକାସାଙ୍ଗରେ 5ଟି ସ୍ଥାନରେ ଚଢାଉ କରିଥିଲେ l ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ରହିଥିବା ଜଣାପଡି ଥିବାବେଳେ ତଦନ୍ତ ପରେ ସଠିକ ତଥ୍ୟ ଜଣାପଡିବ ବୋଲି ଭିଜିଲାନ୍ସ ଡ଼ିଏସପି ସୂଚନା ଦେଇଛନ୍ତି l

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro: ଭିଜିଲାନ୍ସ ଜାଲରେ ପାନପାଲି ଜିଆରଏସ ଉଜ୍ବଳ କୁମାର ବଡ଼ମେରି l ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଝାରସୁଗୁଡା ଜ଼ିଲ୍ଲା ପାନପାଲି ପଂଚାୟତ ର ଜିଆରଏସ ଉଜ୍ୱଳ କୁମାର ବଡ଼ମେରି ଙ୍କ ଝାରସୁଗୁଡା ବାଳିଜୁରୀ ସ୍ଥିତ ବାସଭବନ, ପାନପାଲି ଅଫିସ, ତାଙ୍କ ପୈତୃକ ଘର ଅର୍ଡା, ନୂଆ ଘର , ଶଶୁରଘର ଏବଂ ଦୋକାନଘର 5ଟି ଯାଗାରେ ଚଢ଼ାଉ ଚାଲିଛି l ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଝାରସୁଗୁଡା ଭିଜିଲାନ୍ସ DSP ଦିଲୀପ କୁମାର କର ଙ୍କ ନେତ୍ରୁତ୍ୱରେ ସମ୍ବଲପୁର, ସୁନ୍ଦରଗଡ, ରାଉରକେଲା , ସୋନପୁର ଏବଂ ବରଗଡ଼ ଟିମ ଏକାସାଙ୍ଗରେ 5ଟି ଯାଗାରେ ଚଢାଉ ଜାରିରହିଛି l ଲକ୍ଷାଧିକ ଟଙ୍କା ର ସମ୍ପତି ରହିଥିବା ଝାରସୁଗୁଡା ଭିଜିଲାନ୍ସ ଡ଼ିଏସପି ସୂଚନାଦେଇଛନ୍ତି l ତଦନ୍ତପରେ ସଠିକ ତଥ୍ୟ ଜଣାପଡିବ ବୋଲି ସୂଚନା ଦେଇଛନ୍ତି l
ବାଇଟ. 1: ଉଜ୍ୱଳ କୁମାର ବଡ଼ମେରି (ଜିଆରଏସ, ପାନପାଲି ଜିପି )
ବାଇଟ. 2: ଦିଲ୍ଲିପ କୁମାର କର (DSP, ଭିଜିଲାନ୍ସ ଝାରସୁଗୁଡା )Body:।।।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.