ETV Bharat / state

Brajrajnagar Bypoll: ପ୍ରଚାର ମୈଦାନରେ ଧର୍ମେନ୍ଦ୍ର

author img

By

Published : May 24, 2022, 11:32 AM IST

Updated : May 24, 2022, 12:42 PM IST

ବ୍ରଜରାଜନଗରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ BJP ପକ୍ଷରୁ ଷ୍ଟାର ପ୍ରଚାରକ ଭାବେ ଯୋଗ ଦେଇଛନ୍ତି । ଅଧିକ ପଢ଼ନ୍ତୁ

union minister dharmendra pradhan reached at brajrajnagar
Brajrajnagar Bypoll: ପ୍ରଚାର ମୈଦାନରେ ଧର୍ମେନ୍ଦ୍ର

ଝାରସୁଗୁଡ଼ା: ବ୍ରଜରାଜନଗରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ବିଜେପି ପକ୍ଷରୁ ଷ୍ଟାର ପ୍ରଚାରକ ଭାବେ ଯୋଗ ଦେଇଛନ୍ତି । ରମ୍ପେଲାର ଡୁଙ୍ଗଡୁଙ୍ଗଠାରେ ପହଞ୍ଚିବା ପରେ ଦଳିୟ କର୍ମୀ ତାଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି ।

ବ୍ରଜରାଜନଗର ନିର୍ବାଚନୀ ମଣ୍ତଳିର ରମ୍ପେଲା, ବାଗମୁଣ୍ତା, ପଞ୍ଚଗାଁ, କନକତୋରା ଗ୍ରାମ ପଞ୍ଚାୟତ ସହ ବେଲପାହାଡ ଓ ବ୍ରଜରାଜନଗର ପୌରାଞ୍ଚଳରେ ନିର୍ବାଚନୀ ସଭା ସହ ରୋଡ ସୋ ପ୍ରଚାର କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ସାମିଲ ହେବେ । ଏହି କାର୍ଯ୍ୟକ୍ରମ ରେବସୁରେଶ ପୂଜାରୀଙ୍କ ସମେତ ଅନେକ ଦଳୀୟ ନେତା ଉପସ୍ଥିତ ରହିଛନ୍ତି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

Last Updated : May 24, 2022, 12:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.