ETV Bharat / state

ରାସ୍ତାରେ ଜଳିଗଲା ଟ୍ରକ, ବର୍ତ୍ତିଲେ ଡ୍ରାଇଭର - truck burn in jharsuguda

ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକ ଅଚାନକ ଜଳିବାକୁ ଲାଗିଥିଲା । ଗାଡିରେ ନଥିବାରୁ ବର୍ତ୍ତି ଯାଇଥିଲେ ଡ୍ରାଇଭର । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

truck burn
ରାସ୍ତାରେ ଜଳିଗଲା ଟ୍ରକ, ବର୍ତ୍ତିଲେ ଡ୍ରାଇଭର
author img

By

Published : Dec 25, 2019, 11:09 PM IST

ଝାରସୁଗୁଡା: ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଲା ଟ୍ରକ । ଝାରସୁଗୁଡା ବନ୍ଧବାହାଲର କୁଦୋପାଲି ଛକରେ ଛିଡା ହୋଇଥିବା ଏକ ଟ୍ରକଟି ହଠାତ୍ ଜଳିବାକୁ ଲାଗିଥିଲା । ଟ୍ରକଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଏଥିରୁ ବର୍ତ୍ତି ଯାଇଛନ୍ତି ଚାଳକ ।

ରାସ୍ତାରେ ଜଳିଗଲା ଟ୍ରକ, ବର୍ତ୍ତିଲେ ଡ୍ରାଇଭର

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଟ୍ରକଟିରେ ନିଆଁ ଲାଗିଯାଇଥିବା କାରଣରୁ କିଛି ସମୟ ଧରି ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ତେବେ ନିଆଁକୁ ଆୟତ୍ତ କରାଯିବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ସର୍ଟସର୍କିଟ ଯୋଗୁଁ ଟ୍ରକରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଟ୍ରକ ଟି ଝାରସୁଗୁଡ଼ା ଜିଲ୍ଲାର ବେଲପହାଡ଼ ବନ୍ଧବାହାଲ ମଝିରେ ଥିବା କୁଦୋପାଲି ଛକରେ ଛିଡ଼ା ହୋଇଥିବା ସମୟରେ ହଠାତ ଟ୍ରକଟି ଜଳି ଯାଇଥିଲା ।ଟ୍ରକ ନମ୍ବର ହେଲା OR 04 G 7842 । ଗାଡିର ଡ୍ରାଇଭର ଗାଡିରେ ନଥିବାରୁ ନିଆଁରୁ ବର୍ତ୍ତି ଯାଇଛନ୍ତି ।
ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଟ୍ରକଟିରେ ନିଆଁ ଲାଗିଯାଇଥିବା କାରଣରୁ କିଛି ସମୟ ଧରି ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ତେବେ ନିଆଁକୁ ଆୟତ୍ତ କରାଯିବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ସର୍ଟ ଶର୍କିଟ ଯୋଗୁଁ ଟ୍ରକଟି ଜଳି ଯାଇଥିବା ଅନୁମାନ କରାଯାଉଛି ବୋଲି ସୂଚନା ମିଳିଛି ।Body:।।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.