ETV Bharat / state

ଆଶା ଆଶଙ୍କାରେ ବାରବାଟୀରେ ହେବାକୁ ଥିବା ମ୍ୟାଚ, ସ୍ଥିତି ଦେଖି ହେବ ନିଷ୍ପତ୍ତି - ସ୍ଥାନାନ୍ତରଣ ହୋଇପାରେ ବାରବାଟୀ ମ୍ୟାଚ

ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁ ଥିବା ଟି-୨୦ ମ୍ୟାଚ ହେବା ନ ହେବା ନେଇ ପ୍ରଶ୍ନବାଚୀ ଘେରରେ ରହିଛି । ଏହା ସହିତ ଦକ୍ଷିଣ ଆଫ୍ରିକାର ଭାରତ ଗସ୍ତରେ ମଧ୍ୟ ଗୋଟିଏ ମ୍ୟାଚ କଟକରେ ହେବାକୁ ଥିବା ବେଳେ ତାହା ମଧ୍ୟ ବର୍ତ୍ତମାନ ସନ୍ଦେହ ସୃଷ୍ଟି ହୋଇଛି । ତେବେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତ ଓସିଏ ଯୁଗ୍ମ ସମ୍ପାଦକ ମହତାବ ଖାଁ । ଅଧିକ ପଢନ୍ତୁ

ଆଶା ଆଶଙ୍କାରେ ବାରବାଟୀରେ ହେବାକୁ ଥିବା ମ୍ୟାଚ

author img

By

Published : Jan 21, 2022, 12:21 PM IST

ଝାରସୁଗୁଡା: ଫେବୃଆରୀରେ ବାରବାଟୀରେ ଅନୁଷ୍ଠିତ ହେବାରୁ ଥିବା ଟି-୨୦ ମ୍ୟାଚ ବାତିଲ ହୋଇପାରେ । ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁ ଥିବା ଟି-୨୦ ମ୍ୟାଚ ହେବା ନ ହେବା ନେଇ ପ୍ରଶ୍ନବାଚୀ ଘେରରେ ରହିଛି । ଏହା ସହିତ ଦକ୍ଷିଣ ଆଫ୍ରିକାର ଭାରତ ଗସ୍ତରେ ମଧ୍ୟ ଗୋଟିଏ ମ୍ୟାଚ କଟକରେ ହେବାକୁ ଥିବା ବେଳେ ତାହା ମଧ୍ୟ ବର୍ତ୍ତମାନ ସନ୍ଦେହ ସୃଷ୍ଟି ହୋଇଛି । ତେବେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତ ଓସିଏ ଯୁଗ୍ମ ସମ୍ପାଦକ ମହତାବ ଖାଁ ।

ଆଶା ଆଶଙ୍କାରେ ବାରବାଟୀରେ ହେବାକୁ ଥିବା ମ୍ୟାଚ

ଗତକାଲି ବିସିସିଆଇର ଟୁର୍ଣ୍ଣାମେଣ୍ଟ କମିଟିର ବୈଠକ ଥିଲା । ଗୋଟିଏ ଭେନ୍ୟୁରେ ଟି-୨୦ ଓ ଦିନିକିଆ ମ୍ୟାଚ ସାରିବାକୁ ଚେଷ୍ଟା କରାଯାଉଛି । ବର୍ତ୍ତମାନ କିଛି ନିଷ୍ପତ୍ତି ହୋଇନାହିଁ । କଟକ, କୋଲକାତା ଓ ଅହମ୍ମଦାବାଦରେ ମ୍ୟାଚ ହେବା ନେଇ ନିଷ୍ପତ୍ତି ହୋଇପାରେ ବୋଲି କହିଛନ୍ତି ଓସିଏ ଯୁଗ୍ମ ସମ୍ପାଦକ । ବିନା ଦର୍ଶକରେ ମ୍ୟାଚ ହେବା ସୁନିଶ୍ଚିନ୍ତ ।

ଏହା ବି ପଞନ୍ତୁ...India vs West Indies: ସ୍ଥାନାନ୍ତର ହୋଇପାରେ Barabati T-20

ରାଜ୍ୟରେ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ହେତୁ ମ୍ୟାଚ ହେବା ନ ହେବା ନେଇ ଆଶଙ୍କା ଉପୁଜିଛି । ତେବେ ବାରବାଟୀରେ ମ୍ୟାଚ କରିବାକୁ ଓଡିଶାବାସୀଙ୍କୁ ଏକ ମ୍ୟାଚ ଭେଟି ଦେବାକୁ ବିସିିସିଆଇ ନିକଟରେ ଓସିଓ ପକ୍ଷରୁ ପ୍ରୟାସ ଜାରି ରହିବ ବୋଲି କହିଛନ୍ତି ଓସିଏ ଯୁଗ୍ମ ସମ୍ପାଦକ ମହତାବ ଖାଁ ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.