ETV Bharat / state

ଝାରସୁଗୁଡ଼ାରେ ଷ୍ଟେଟ ରାଙ୍କିଂ ମାଷ୍ଟର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ - ଝାରସୁଗୁଡ଼ା ଷ୍ଟେଟ୍‌ ରାଙ୍କିଂ ମାଷ୍ଟର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ

ମଙ୍ଗଳ ବଜାରସ୍ଥିତ ଇଣ୍ଡୋର ଷ୍ଟାଡିୟମରେ ଷ୍ଟେଟ୍‌ ରାଙ୍କିଂ ମାଷ୍ଟର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି । ଏଥିରେ ରାଜ୍ୟର ୧୩ଟି ଜିଲ୍ଲାରୁ ପ୍ରତିଯୋଗୀମାନେ ଭାଗ ନେଇଥିଲେ । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ାରେ ଷ୍ଟେଟ ରାଙ୍କିଂ ମାଷ୍ଟର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ

author img

By

Published : Mar 13, 2022, 9:06 PM IST

ଝାରସୁଗୁଡ଼ା: ସହରର ମଙ୍ଗଳ ବଜାରସ୍ଥିତ ଇଣ୍ଡୋର ଷ୍ଟାଡିୟମରେ ଷ୍ଟେଟ୍‌ ରାଙ୍କିଂ ମାଷ୍ଟର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି । ଏଥିରେ ରାଜ୍ୟର ୧୩ଟି ଜିଲ୍ଲାରୁ ପ୍ରତିଯୋଗୀମାନେ ଭାଗ ନେଇଥିଲେ । ଦୁଇ ଦିନ ଧରି ଏହି ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ଜାରି ରହିଥିଲା ।

ଝାରସୁଗୁଡ଼ାରେ ଷ୍ଟେଟ ରାଙ୍କିଂ ମାଷ୍ଟର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ମାର୍ଚ୍ଚ ୧୨ ତାରିଖରୁ ଷ୍ଟେଟ୍‌ ରାଙ୍କିଂ ମାଷ୍ଟର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା । ଏଥିରେ ୩୫ରୁ ୬୫ ବୟସ୍କ ବର୍ଗର ପ୍ରତିଯୋଗୀ ଭାଗ ନେଇଥିଲେ । ତେବେ ଏହା ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଖେଳାଳିଙ୍କ ରାଙ୍କିଂରେ ଉନ୍ନତି ଆଣିବାରେ ସହାୟକ ହୋଇ ପାରିଛି । ଏହାଦ୍ବାରା ଖେଳାଳିମାନେ ରାଜ୍ୟ ସ୍ତରରେ ନିଜ ପ୍ରତିଭାକୁ ପ୍ରମାଣିତ କରିପାରିବେ ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.