ETV Bharat / state

ଦଲାଲ ଦମନ ଅଭିଯାନ: ଦଲାଲ ଆଡ୍ଡାରେ ଚାଲିଲା ଡୋଜର - ଦଲାଲ ମୁକ୍ତ

ରାଜ୍ୟର ବିଭିନ୍ନ ଆରଟିଓ କାର୍ଯ୍ୟାଳୟରୁ ଦଲାଲ ମାନଙ୍କର ଆଡ୍ଡାକୁ ଉଚ୍ଛେଦ କରାଯାଉଛି । ସେହିଭଳି ଝାରସୁଗୁଡା ଆର୍‌ଟିଓ କାର୍ଯ୍ୟାଳୟ ପରିସରରୁ ୪ ରୁ ଅଧିକ ଦଲାଲଙ୍କ ଅଫିସ ଓ ଦୋକାନକୁ ଜିଲ୍ଲାପ୍ରଶାସନ ଉଚ୍ଛେଦ କରିଛି ।

ଫଟୋ ସୌଜନ୍ୟ : ପ୍ରତିନିଧି, ଝାରସୁଗୁଡା
author img

By

Published : Oct 1, 2019, 8:37 PM IST

ଝାରସୁଗୁଡା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଲାଲରାଜ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦଲାଲ ମୁକ୍ତ ହେଉଛି ରାଜ୍ୟର ବିଭିନ୍ନ ଆରଟିଓ କାର୍ଯ୍ୟାଳୟ । ଝାରସୁଗୁଡା ଆରଟିଓ ପରିସରରୁ ଜବରଦଖଲ ଉଚ୍ଛେଦ କରାଯାଇଛି।

ଭିଡିଓ ସୌଜନ୍ୟ : ପ୍ରତିନିଧି,ଝାରସୁଗୁଡା

ଯେଉଁମାନେ ବର୍ଷ ବର୍ଷ ଧରି ଆରଟିଓ କାର୍ଯ୍ୟାଳୟ ପରିସରରେ ଦଲାଲି କରି ସାଧାରଣ ଲୋକଙ୍କ ପାଖରୁ ଆରଟିଓ କାର୍ଯ୍ୟାଳୟର ବିଭିନ୍ନ କାମ କରାଇଦେବା ନାଁରେ ଦଲାଲି କରି ମୋଟା ଅଙ୍କର ଟଙ୍କା ନେଉଥିଲେ ସେମାନଙ୍କ ଦୋକାନ ଓ ଅଫିସ ଘର ମାଟିରେ ମିଶିଛି। ରାଜ୍ୟର ସବୁ ଆରଟିଓ କାର୍ଯ୍ୟାଳୟରେ କେମିତି ଦଲାଲଙ୍କ କବଜାରେ ରହିଛି ଏନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ଝାରସୁଗୁଡା ଆର୍‌ଟିଓ କାର୍ଯ୍ୟାଳୟ ପରିସରରୁ ୪ ରୁ ଅଧିକ ଦଲାଲଙ୍କ ଅଫିସ ଓ ଦୋକାନ ଉଚ୍ଛେଦ କରାଯାଇଛି। ଝାରସୁଗୁଡା ଆର୍ଟିଓ କାର୍ଯ୍ୟାଳୟ ପରିସରରେ ଦଲାଲ ମୁକ୍ତ କରିବା ପାଇଁ ଝାରସୁଗୁଡା ଜିଲ୍ଲା ପ୍ରଶାସନ ଆକ୍ସନ ମୁଡରେ ଥିବା ଜଣାପଡିଛି । ଜିଲ୍ଲାପ୍ରଶାସନ ଓ ପୋଲିସ ପକ୍ଷରୁ ମିଳିତ ଭାବେ ଉଚ୍ଛେଦ କାର୍ଯ୍ୟ କରାଯାଇଛି।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

Intro:ଦଲାଲ ମୁକ୍ତ ହେଉଛି ରାଜ୍ୟର ବିଭିନ୍ନ ଆରଟିଓ କାର୍ଯ୍ୟଳୟ । ଏହି କ୍ରମରେ ଝାରସୁଗୁଡା ଆର୍ଟିଓ ପରିସରରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଯେଉଁମାନେ ବର୍ଷ ବର୍ଷ ଧରି ଆରଟିଓ ପରିସରରେ ଦଲାଲି କରୁଥିଲେ ଓ ସାଧାରଣ ଲୋକଙ୍କ ପାଖରୁ ଆର୍ଟିଓ କାର୍ଯ୍ୟଳୟର ବିଭିନ୍ନ କାମ କରାଇଦେବ ନାରେ ଦଲାଲି କରି ମୋଟା ଅଙ୍କରେ ଟଙ୍କା ନେଉଥିଲେ ଆଜି ସେମାନଙ୍କ ଦୋକାନ ଓ ଅଫିସ ଘର ମାଟିରେ ମିଶିଛି।
ଆଜି ଝାରସୁଗୁଡା ଆର୍‌ଟିଓ ପରିସରରୁ ୪ ରୁ ଅଧିକ ଦଲାଲଙ୍କ ଅଫିସ ଓ ଦୋକାନ ଉଚ୍ଛେଦ ହୋଇଛି। ଜିଲ୍ଲାପ୍ରଶାସନ ଓ ପୋଲିସ ପକ୍ଷରୁ ମିଳିତ ଭାବେ ଉଚ୍ଛେଦ କାର୍ଯ୍ୟ କରାଯାଇଛି। ରାଜ୍ୟର ସବୁ ଆର୍‌ଟିଓ କେମିତି ଦଲାଲଙ୍କ କବ୍‌ଜାରେ ରହିଛି ଏହି ଖବର ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଇଥିବା ବେଳେ ଦଲାଲରାଜ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ। ସେହି କ୍ରମରେ ଆଜି ଝାରସୁଗୁଡା ଆର୍ଟିଓ ପରିସର ଦଲାଲ ମୁକ୍ତ କରିବା ପାଇଁ ଝାରସୁଗୁଡା ଜିଲ୍ଲା ପ୍ରଶାସନ ଆକ୍ସନ ମୁଡରେ ଥିବା ଜଣାଯାଉଛି ।

Byte:- ଗୋଲକବିହାରୀ ମଙ୍ଗରାଜ , executive magistrate , ଝାରସୁଗୁଡା ।Body:।।।।।।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.