ETV Bharat / state

ରାତି ପାହିଲେ ପୂଜା, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଝାରସୁଗୁଡାର ବିଭିନ୍ନ ସ୍ଥାନରେ 30ରୁ ଅଧିକ ସ୍ଥାନରେ ପୂଜା ପାଇବେ ମା'। ଯାହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଝାରସୁଗୁଡ଼ା ସହରର ବିଭିନ୍ନ ମଣ୍ଡପ ।

ରାତି ପାହିଲେ ପୂଜା, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି
author img

By

Published : Oct 3, 2019, 6:43 PM IST

ଝାରସୁଗୁଡା: ଆସୁଛନ୍ତି ଜଗତ ଜନନୀ ମା' ଦୁର୍ଗା । ଯାହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଝାରସୁଗୁଡ଼ା ସହରର ବିଭିନ୍ନ ମଣ୍ଡପ । ଝାରସୁଗୁଡାର ବିଭିନ୍ନ ସ୍ଥାନରେ 30ରୁ ଅଧିକ ସ୍ଥାନରେ ପୂଜା ପାଇବେ ମା' ଦୁର୍ଗା । ଝାରସୁଗୁଡାର ମୁଖ୍ୟତଃ ପୁରୁଣାବସ୍ତି ଓ ସରବାହାଲରେ ହେଉଥିବା ମେଢ ମୁଖ୍ୟ ଆକର୍ଷଣ ହୋଇଥାଏ । ଯେଉଁକାରଣରୁ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଏହା ଦେଖିବା ପାଇଁ ଆସିଥାଆନ୍ତି ।

ରାତି ପାହିଲେ ପୂଜା, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ପଶ୍ଚିମବଙ୍ଗ କାରିଗର ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଦିନରାତି ପରିଶ୍ରମ କରୁଥିବା ଦେଖିବାକୁ ମିଳୁଛି । ଏହା ସହିତ ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରିବାରେ କମିଟି ତରଫରୁ ମନୋରଞ୍ଜନ ପାଇଁ ସଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି ।

ତେବେ ଚଳିତ ବର୍ଷ ଦଶହରାରେ ଝାରସୁଗୁଡ଼ା ଜିଲ୍ଲା ସହ ବ୍ରଜରାଜନଗର ଓ ବେଲପାହାଡ଼ରେ ହେଉଥିବା ପୂଜାରେ ଲକ୍ଷାଧିକ ଭକ୍ତ ଓ ଦର୍ଶକ ମନଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଆସୁଛନ୍ତି ଜଗତ ଜନନୀ ମା ଦୁର୍ଗା । ଦୁର୍ଗା ପୂଜା ପାଇ ଚଳ ଚଞ୍ଚଳ ହୋଇ ଉଠିଛି ଝାରସୁଗୁଡ଼ା ସହର ସମେତ ବିଭିନ୍ନ ଅଞ୍ଚଳ ମଣ୍ଡପ ଓ ଆକର୍ଷଣୀୟ ତୋରଣ ନିର୍ମାଣ କାର୍ଯ୍ୟରେ ଧୀରେ ଧୀରେ ସାଯଶଯ୍ୟା ଶେଷ ରୂପ ଦେବାକୁ ଜୋର ସୋର ରେ ଲାଗିପଡିଛନ୍ତି ବିଭିନ୍ନ ପୂଜା କମିଟି । ଝାରସୁଗୁଡ଼ା ଜିଲ୍ଲାରେ ବିଭିନ୍ନ ସ୍ଥାନରେ 30 ରୁ ଅଧିକ ସ୍ଥାନରେ ପୂଜା ପାଇବେ ମା ଦୁର୍ଗା । ଝାରସୁଗୁଡ଼ା ଜିଲ୍ଲାର ମୁଖ୍ୟତଃ ପୁରୁଣାବସ୍ତି ଓ ସରବାହାଲ ରେ ହେଉଥିବା ମେଢ଼ ମୁଖ୍ୟ ଆକର୍ଷଣ ହେବାରୁ ଲୋକେ ଅଧିକ ସଂଖ୍ୟାରେ ଦେଖିବାକୁ ବିଭିନ୍ନ ଜିଲ୍ଲାର ଭକ୍ତ ଆସିଥାନ୍ତି । ପଶ୍ଚିମବଙ୍ଗ ର ମେଢ଼ କାରିଗର ବିଶେଷ ଭାବରେ ଆକର୍ଷଣୀୟ କରିବା ପାଇଁ ଦିନରାତି ପରିଶ୍ରମ କରୁଥିବା ଦେଖିବାକୁ ମିଳୁଛି । ଏହା ସହିତ ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରିବାରେ କମିଟି ତରଫରୁ ମନୋରଞ୍ଜନ ପାଇଁ ସଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରୁଛନ୍ତି କମିଟି । ଚଳିତ ବର୍ଷ ଦଶହରାରେ ଝାରସୁଗୁଡ଼ା ଜିଲ୍ଲା ସହ ବ୍ରଜରାଜନଗର ଓ ବେଲପାହାଡ଼ ହେଉ ଥିବା ପୂଜାରେ ଲକ୍ଷାଧିକ ଭକ୍ତ ଓ ଦର୍ଶକ ମନଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି ।

Body:।।।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.