ETV Bharat / state

ଅମିତ ଧଳ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଗିରଫ - ଅମିତ ଧଳ ହତ୍ୟାକାଣ୍ଡ

ଝାରସୁଗୁଡାର ବ୍ରଜରାଜନଗରରେ ହୋଇଥିବା ଅମିତ ଧଳ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ସୋନୁ ଘୋଷ ଏବେ ପୋଲିସ କବଜାରେ । ଏହି ଦୁର୍ଦ୍ଦାନ୍ତ ଅପରାଧୀକୁ କୋଲକାତାରୁ ଗିରଫ କରିବା ପରେ ଝାରସୁଗୁଡା ଏସଡିଜେଏମ କୋର୍ଟରେ ହାଜର କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁ଼ଡା
author img

By

Published : Aug 2, 2019, 4:00 AM IST

ଝାରସୁଗୁଡା: ପୋଲିସ କବଜାରେ ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷ । ମୋଷ୍ଟ ଓ୍ବାଣ୍ଟେଡ ସୋନୁ ଘୋଷ ଓରଫ କମଲେଶ ଘୋଷ ଏବେ ଝାରସୁଗୁଡା ପୋଲିସ ଅଧିନରେ। ସୋନୁକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେ ଜଣେ ବଡ ହତ୍ୟାକାରୀ । ତା ବିରୋଧରେ ବହୁ ଥାନାରେ ମାମଲା ରୁଜୁ ହୋଇଛି । ଆଉ ତାକୁ ଗିରଫ କରିବାରେ ସଫଳ ହୋଇଛି ଝାରସୁଗୁଡା ପୋଲିସ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁ଼ଡା

କୋଲକାତାରୁ ସୋନୁକୁ ଗିରଫ କରିବା ପରେ ଆଜି ଝାରସୁଗୁଡା ଏସଡିଜେଏମ କୋର୍ଟରେ ହାଜର କରିଛି । ଗତ ମାସରେ ବ୍ରଜରାଜନଗରରେ ହୋଇଥିବା ଅମିତ ଧଳ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଥିଲା ସୋନୁ । ସୋନୁ ନାଁରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଛି ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.