ETV Bharat / state

5 ରାଉଣ୍ଡ ଗୁଳି ଫୁଟାଇ ଲକ୍ଷାଧିକ ଟଙ୍କା ଓ ଗହଣା ଲୁଟିନେଲେ ଦୁର୍ବୃତ୍ତ

ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗରରେ ପୁଣି ଫୁଟିଲା ଗୁଳି । ସରାଫ ଜୁଏଲସରୁ ଦୁଇ ଦୃର୍ବୃତ୍ତ 5 ରାଉଣ୍ଡ ଗୁଳି ଫୁଟାଇ ଲକ୍ଷାଧିକ ଟଙ୍କାର ଗହଣା ଓ ନଗଦ ଟଙ୍କା ଲୁଟି ନେଇଛନ୍ତି ।

author img

By

Published : Nov 15, 2019, 9:30 PM IST

5 ରାଉଣ୍ଡ ଗୁଳି ଫୁଟାଇ ଲକ୍ଷାଧିକ ଟଙ୍କା ଓ ଗହଣା ଲୁଟିନେଲେ ଦୁର୍ବୃତ୍ତ

ଝାରସୁଗୁଡା: ଦିନକୁ ଦିନ ବଢିଚାଲିଛି ଲୁଟେରାଙ୍କ ରାଜ । ଜିଲ୍ଲାର ବ୍ରଜରାଜନଗରରେ ପୁଣି ଫୁଟିଲା ଗୁଳି । ଗାନ୍ଧୀଛକ ନିକଟରେ ଥିବା ସରାଫ ଜୁଏଲସରୁ ଲୁଟ । ଦୁଇ ଦୃର୍ବୃତ୍ତ 5 ରାଉଣ୍ଡ ଗୁଳି ଫୁଟାଇ ଲକ୍ଷାଧିକ ଟଙ୍କାର ଗହଣା ଓ ନଗଦ ଟଙ୍କା ଲୁଟି ନେଇଛନ୍ତି ।

ଘଟଣା ସମ୍ପର୍କରେ ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଛି । ଏହାସହ ବରିଷ୍ଠ ପୋଲିସ ଅଧିକାରୀ ମାମଲାରେ ଛାନଭିନ ଆରମ୍ଭ କରିଦେଇଛନ୍ତି। ତେବେ ମୁହୂର୍ତ୍ତକ ମଧ୍ୟରେ 2 ଦୁର୍ବୃତ୍ତ ଆସି ବନ୍ଧୁକ ଡର ଦେଖାଇ ଲୁଟିନେଲେ ଦୋକାନୀର ଲକ୍ଷାଧିକ ଟଙ୍କା ।

ରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଝାରସୁଗୁଡା:ବ୍ରଜରାଜନଗର ରେ ପୁଣି ଫୁଟିଲା ଗୁଳି ।ଗାନ୍ଧୀ ଛକ ନିକଟରେ ଥିବା ସରାଫ ଜୁଏଲସ ରୁ ଲୁଟ । ଦୁଇ ଜଣ ଅଜଣା ଦୃବୃତ୍ତ 5 ରାଉଣ୍ଡ ଗୁଳି ଫୁଟାଇ ଲକ୍ଷାଧିକ ଟଙ୍କାର ଗହଣା ଓ ନଗଦ ଟଙ୍କା ଲୁଟି ନେଇଛନ୍ତି । ଘଟଣା ସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ଛାନଭିନ ଜାରି ।Body:...Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.