ETV Bharat / state

କୋରୋନା କଟକଣା ବେଳେ ଝାରସୁଗୁଡାରେ ଜନଶୁଣାଣି ଅଭିଯୋଗ - କରୋନା ଭାଇରସ

ଝାରସୁଗୁଡାରେ କରୋନା ଭାଇରସ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସଭାସମିତି, ବୈଠକ ଆଦି ନ କରିବା ପାଇଁ ନିର୍ଦ୍ଦେଶ । ଆହୁରି ପଢନ୍ତୁ...

meeting in Jharsuguda
ଝାରସୁଗୁଡାରେ ଜନଶୁଣାଣି କରାଯାଇଥିବା ଅଭିଯୋଗ
author img

By

Published : Mar 21, 2020, 5:37 PM IST

ଝାରସୁଗୁଡା: କରୋନା ଭାଇରସ ପାଇଁ ସାରା ବିଶ୍ୱରେ ଆତଙ୍କର ବାତାବରଣ । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସଭାସମିତି, ବୈଠକ ଆଦି ନ କରିବା ପାଇଁ ନିର୍ଦ୍ଦେଶ । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଓ ଆଜି ଝାରସୁଗୁଡା ଜିଲ୍ଲାର ବେଲପାହାସ୍ଥିତ ଟିଆରଏଲ ଏସବିଆଇ ଆରସେଟି ଟ୍ରେନିଂ ସେଣ୍ଟରେ ମହାନଦୀ କୋଇଲା କମ୍ପାନୀ ଦ୍ୱାରା ବିସ୍ଥାପିତ ହୋଇଥିବା ବିଭିନ୍ନ ଗ୍ରାମର ଗ୍ରାମବାସୀ କରିଥିବା ଅଭିଯୋଗର ଶୁଣାଣି କରିଥିଲେ ।

ଝାରସୁଗୁଡାରେ ଜନଶୁଣାଣି କରାଯାଇଥିବା ଅଭିଯୋଗ

ଏଥିରେ ଝାରସୁଗୁଡା ଉପ-ଜିଲ୍ଲାପାଳ ଶିବ ଟୋପୋ ଉପସ୍ଥିତ ରହି ଏଥିରେ ବିସ୍ଥାପିତମାନଙ୍କୁ ଉପସ୍ଥିତ ରହିବା ପାଇଁ ନୋଟିସ ମଧ୍ୟ ଜାରି କରାଯାଇଥିଲା । ଏମସିଏଲର ଅଧିକାରୀମାନେ ଓ ଉପଜିଲ୍ଲାପାଳ ଉପସ୍ଥିତ ରହି ଜନଶୁଣାଣି କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ବ୍ୟତିକ୍ରମ ଦେଖାଯାଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିଛନ୍ତି ।

କରୋନା ଭାଇରସର ସତର୍କତା ପାଇଁ ଦୂରରେ ଦୂରରେ ସମସ୍ତଙ୍କୁ ବସା ଯିବା ସହ ନିୟମ ପାଳନ କରି ଏହି ଜଣଶୁଣାଣୀ କରାଯାଉଥିବା ଉପଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.