ETV Bharat / state

ଦୁଇ ଦିନିଆ ଝାରସୁଗୁଡା ସଟଡାଉନ - ଦୁଇ ଦିନିଆ ଝାରସୁଗୁଡା ସଟଡାଉନ

ଝାରସୁଗୁଡାର ବୃଦ୍ଧି ପାଉଛି କୋରୋନା । ସଂକ୍ରମଣକୁ ରୋକିବା ପାଇଁ ଶନିବାର ଓ ରବିବାର ସଟଡାଉନ । ଅଧିକ ପଢନ୍ତୁ.....

jharsuguda shutdown for coronavirus
ଦୁଇ ଦିନିଆ ଝାରସୁଗୁଡା ସଟଡାଉନ
author img

By

Published : Jul 4, 2020, 11:41 AM IST

ଝାରସୁଗୁଡ଼ା : ଝାରସୁଗୁଡା ଜିଲ୍ଲା ଶନିବାର ଓ ରବିବାର ଦୁଇ ଦିନିଆ ସଟଡାଉନ ଆଜିଠୁ ଲାଗୁ କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଟଡାଉନ ଘୋଷଣା କରାଯାଇଛି । ଝାରସୁଗୁଡା ଜିଲ୍ଲାରେ ଗତ ସପ୍ତାହ ମଧ୍ୟରେ 70ରୁ ଅଧିକ ସଂକ୍ରମିତ ଚିହ୍ନଟ ପରେ ଏହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ଅନ୍ୟପଟେ ଝାରସୁଗୁଡା ଜିଲ୍ଲାରେ ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ସପ୍ତାହରେ ଶେଷ ଦୁଇ ଦିନ ସଟଡାଉନ ରହିବ ବୋଲି ସୂଚନା ମିଳିଛି । ଏହି ସମୟରେ ଦୋକାନ ବଜାର ଓ ସଭା ସମିତି ବନ୍ଦ ରହିବ ।

ଦୁଇ ଦିନିଆ ଝାରସୁଗୁଡା ସଟଡାଉନ

ସ୍ଥାନୀୟ ପ୍ରଶାସନ ଏସବୁ ନିୟମ କଡାକଡି କରିବେ । ତେବେ ସଟଡାଉନରେ ଜରୁରୀ ସେବା ଜାରି ରହିବା ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.