ETV Bharat / state

Jharsuguda Bypoll Result: ଶେଷ ହେଲା ଭୋଟ ଗଣତି, ବମ୍ପର ଭୋଟରେ ଦୀପାଳିଙ୍କ ବିଜୟ

author img

By

Published : May 13, 2023, 7:08 AM IST

Updated : May 13, 2023, 12:26 PM IST

jharsuguda bypoll result live updates
jharsuguda bypoll result live updates

12:21 May 13

ଝାରସୁଗୁଡ଼ାରେ ବିଜେଡିର ବାଜିମାତ୍, ୪୮ ହଜାରରୁ ଅଧିକ ଭୋଟରେ ଜିତିଲେ ଦୀପାଳି

ଝାରସୁଗୁଡ଼ାରେ ବିଜେଡିର ବାଜିମାତ୍। ବମ୍ପର ଭୋଟରେ ବିଜୟୀ ହେଲେ ଦୀପାଳି ଦାସ। ୪୮ ହଜାରରୁ ଅଧିକ ଭୋଟରେ ଜିତିଲେ ଦୀପାଳି ।

12:02 May 13

18 ଓ 19 ରାଉଣ୍ଡ ଭୋଟ ଗଣତିରେ ଆଗରେ ବିଜେଡି

ଶେଷ ହେଲା 18 ଓ 19 ରାଉଣ୍ଡ ଭୋଟ ଗଣତି। ଏହି ଦୁଇ ରାଉଣ୍ଡରେ ଆଗରେ ବିଜେଡି।

11:42 May 13

15 ଓ 16 ରାଉଣ୍ଡ ଭୋଟ ଗଣତିରେ ବିଜେଡି ଆଗରେ

ଶେଷ ହେଲା 15 ଓ 16 ରାଉଣ୍ଡ ଭୋଟ ଗଣତି । ଏହି ଦୁଇ ରାଉଣ୍ଡରେ ଆଗରେ ରହିଛି ବିଜେଡି । ୧୬ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୪୨ ହଜାର ୩୯୫ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି ।

11:25 May 13

13 ରାଉଣ୍ଡ ଭୋଟ ଗଣତିରେ ଆଗରେ ବିଜେଡି

13 ରାଉଣ୍ଡ ଭୋଟ ଗଣତିରେ ଆଗରେ ରହିଛି ବିଜେଡି । 34 ହଜାରରୁ ଊର୍ଦ୍ଧ୍ବ ଭୋଟରେ ଲିଡ କରୁଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ।

11:02 May 13

ଦଶମ ଓ ଏକାଦଶ ରାଉଣ୍ଡରେ ଆଗରେ ବିଜେଡି

ଶେଷ ହେଲା ଦଶମ ଓ ଏକାଦଶ ରାଉଣ୍ଡ ଭୋଟ ଗଣତି । ଏହି ଦୁଇ ରାଉଣ୍ଡରେ ଆଗରେ ରହିଛି ବିଜେଡି । ମୋଟ 28170 ଭୋଟରେ ଲିଡ କରୁଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ।

10:39 May 13

ଅଷ୍ଟମ ଓ ନବମ ରାଉଣ୍ଡ ଭୋଟ ଗଣତିରେ ଆଗରେ ବିଜେଡି

ଶେଷ ହେଲା ଅଷ୍ଟମ ଓ ନବମ ରାଉଣ୍ଡ ଭୋଟ ଗଣତି । ଏହି ଦୁଇ ପର୍ଯ୍ୟାୟରେ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । 23590 ଭୋଟରେ ଲିଡ କରୁଛି ବିଜେଡି ।

10:28 May 13

ସପ୍ତମ ରାଉଣ୍ଡ ଭୋଟ ଗଣତିରେ ଆଗରେ ବିଜେଡି

ଶେଷ ହେଲା ସପ୍ତମ ରାଉଣ୍ଡ ଭୋଟ ଗଣତି । ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ । ବର୍ତ୍ତମାନ ସୁଦ୍ଧା ମୋଟ ୪୦୨୨୦ ଭୋଟ ପାଇଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ବିଜେପି ପ୍ରାର୍ଥୀ ୨୧୯୭୪ ଭୋଟ ପାଇ ଦ୍ବିତୀୟ ସ୍ଥାନ ଓ କଂଗ୍ରେସ ପ୍ରାର୍ଥୀ ୨୩୫୯ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି ।

10:10 May 13

ଷଷ୍ଠ ରାଉଣ୍ଡ ସୁଦ୍ଧା ଆଗୁଆ ବିଜେଡି

ଷଷ୍ଠ ରାଉଣ୍ଡ ଭୋଟ ଗଣତିରେ ଆଗରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । 15751 ଭୋଟରେ ଲିଡ କରୁଛି ବିଜେଡି । ବର୍ତ୍ତମାନ ସୁଦ୍ଧା ବିଜେଡି ଖାତାକୁ ମୋଟ 35609 ଭୋଟ ଆସିଥିବା ବେଳେ ବିଜେପି ଖାତାକୁ 19858 ଭୋଟ ଓ କଂଗ୍ରେସ ଖାତାକୁ ମାତ୍ର 1939 ଭୋଟ ଆସିଛି ।

10:04 May 13

ପଞ୍ଚମ ରାଉଣ୍ଡ ସୁଦ୍ଧା ଆଗୁଆ ବିଜେଡି

ଆରମ୍ଭ ହେଲା ଷଷ୍ଠ ରାଉଣ୍ଡ ଭୋଟ ଗଣତି । ପଞ୍ଚମ ରାଉଣ୍ଡରେ 6435 ଭୋଟରେ ଆଗରେ ବିଜେଡି । ବିଜେପି 3068 ଭୋଟରେ ଦ୍ବିତୀୟ ସ୍ଥାନରେ ଓ 329 ଭୋଟରେ ତୃତୀୟ ସ୍ଥାନରେ ରହିଛି କଂଗ୍ରେସ ।

09:44 May 13

ଚତୁର୍ଥ ରାଉଣ୍ଡରେ ଆଗରେ ବିଜେଡି

ଆରମ୍ଭ ହେଲା ପଞ୍ଚମ ରାଉଣ୍ଡ ଭୋଟ ଗଣତି । ଚତୁର୍ଥ ରାଉଣ୍ଡରେ 6072 ଭୋଟରେ ଆଗରେ ବିଜେଡି । ବିଜେପି 3527 ଭୋଟରେ ଦ୍ବିତୀୟ ସ୍ଥାନରେ ଓ 300 ଭୋଟରେ ତୃତୀୟ ସ୍ଥାନରେ ରହିଛି କଂଗ୍ରେସ ।

09:34 May 13

ତୃତୀୟ ରାଉଣ୍ଡରେ ଲିଡ କରୁଛି ବିଜେଡି

ଆଜି ଆସିବ ଝାରସୁଗୁଡା ଉପନିର୍ବାଚନ ଫଳାଫଳ । ଶେଷ ହେଲା ପ୍ରଥମ, ଦ୍ବିତୀୟ ଓ ତୃତୀୟ ରାଉଣ୍ଡ ଭୋଟ ଗଣତି । ତିନିଟି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗରେ ରହିଛନ୍ତି । ବିଜେପି ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି ।

09:04 May 13

ପ୍ରଥମ ପର୍ଯ୍ୟାୟ ଭୋଟ ଗଣିତରେ ଆଗରେ ବିଜେଡି

ପ୍ରଥମ ପର୍ଯ୍ୟାୟ ଭୋଟ ଗଣିତରେ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । 5944 ଭୋଟରେ ଆଗରେ ରହିଛନ୍ତି ଦୀପାଳି । ସେହିପରି ବିଜେପି ପ୍ରାର୍ଥୀ 3238 ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସ 123 ଖଣ୍ଡ ଭୋଟରେ ତୃତୀୟ ସ୍ଥାନରେ ରହିଛି ।

08:34 May 13

ଶେଷ ହେଲା ପୋଷ୍ଟାଲ ବାଲାଟ ଗଣତି, ଇଭିଏମ ଗଣନା ଆରମ୍ଭ

ଆଜି ଆସିବ ଝାରସୁଗୁଡା ଉପନିର୍ବାଚନ ଫଳାଫଳ । ଶେଷ ହେଲା ପୋଷ୍ଟାଲ ବାଲାଟ ଗଣତି । 14ଟି କାଉଣ୍ଟିଂ ଟେବୁଲରେ ଇଭିଏମ ଗଣନା ଆରମ୍ଭ ହୋଇଛି । କଡା ସୁରକ୍ଷା ମଧ୍ୟରେ ଚାଲିଛି ଭୋଟ ଗଣତି ।

06:12 May 13

ଆସିଲା ଝାରସୁଗୁଡା ଉପନିର୍ବାଚନ ଫଳାଫଳ

ଝାରସୁଗୁଡା: ଆଜି ଆସିବ ଝାରସୁଗୁଡା ଉପନିର୍ବାଚନ ଫଳାଫଳ । କିଏ ମାରିବ ଝାରସୁଗୁଡା ବାଜି ? 3 ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସ ନା ସ୍ବାଧୀନ ପ୍ରାର୍ଥୀ । ଫଳାଫଳ ଆସିବା ପରେ ତାହା ସ୍ପଷ୍ଟ ହୋଇଯିବ । ସକାଳ 8ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । ମୋଟ 18 ରାଉଣ୍ଡ ଭୋଟ ଗଣନା ପରେ ଫଳାଫଳ ପ୍ରକାଶ ପାଇବ । ପ୍ରତ୍ୟେକ ଟେବୁଲରେ ଜଣେ ଜଣେ କାଉଣ୍ଟିଂ ସୁପରଭାଇଜର ଓ ଜଣେ ସହାୟକ ରହିଛନ୍ତି । ଏବେ ପୋଷ୍ଟାଲ ବାଲାଟ ଗଣନା ଆରମ୍ଭ ହୋଇଛି । ପରେ 14ଟି କାଉଣ୍ଟିଂ ଟେବୁଲରେ ଇଭିଏମ ଗଣନା ଆରମ୍ଭ ହେବ । ଗତ 10 ତାରିଖରେ ଝାରସୁଗୁଡା ଉପନିର୍ବାଚନ ହୋଇଥିଲା । ନିଜର ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ ଜନତା । ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ଉପନିର୍ବାଚନ ପାଇଁ ବିଗୁଲ ବାଜିଥିଲା । ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସ ମୈଦାନରେ ବିଜେଡି ଯୋଦ୍ଧା ରହିଥିବା ବେଳେ ବିଜେପି ତରଫରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସ ତରଫରୁ ପ୍ରାର୍ଥୀ ରହିଛନ୍ତି ତରୁଣ ପାଣ୍ଡେ ।

Last Updated : May 13, 2023, 12:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.