ETV Bharat / state

ଝାରସୁଗୁଡାରେ କଂଗ୍ରେସର ଜେଲ ଭରୋ ଆନ୍ଦୋଳନ

author img

By

Published : Aug 5, 2022, 3:48 PM IST

ଅତ୍ୟାବଶକ ସାମଗ୍ରୀର ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସ ପକ୍ଷରୁ ଝାରସୁଗୁଡାରେ ଆଜି ଜେଲ ଭରୋ ଆନ୍ଦୋଳନ ଆନ୍ଦୋଳନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ, ବିକ୍ଷୋଭ ପ୍ରର୍ଶନ । ଅଧିକ ପଢନ୍ତୁ

Jail Bharo movement on behalf of Congress
କଂଗ୍ରେସ ପକ୍ଷରୁ ଜେଲ ଭରୋ ଆନ୍ଦୋଳନ

ଝାରସୁଗୁଡା:ରାଜ୍ୟରେ ଦରଦାମ ହୁ ହୁ ହୋଇ ବଢିବାରେ ଲାଗିଛି । ଅତ୍ୟାବଶକ ସାମଗ୍ରୀର ଦରଦାମ ବୃଦ୍ଧିକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇ ଜେଲ ଭରୋ ଆନ୍ଦୋଳନ କରାଯାଇଛି ।

କଂଗ୍ରେସ ପକ୍ଷରୁ ଜେଲ ଭରୋ ଆନ୍ଦୋଳନ

ରାଜ୍ୟରେ ବିଭିନ୍ନ ସମସ୍ୟା ଥିଲେ ସୁଦ୍ଧା ସରକାର ଏଥି ପ୍ରତି କୌଣସି ଧ୍ୟାନ ଦେଉନାହାଁନ୍ତି । କିନ୍ତୁ କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଦର ବୃଦ୍ଧି କରିବା ସହ ମୁଢି, ଚୂଡ଼ା, ଖଇରେ ମଧ୍ୟ ଜିଏସଟି ଲାଗୁ କରିଛନ୍ତି । ଏହାସହ କେନ୍ଦ୍ର ସରକାର ଚାଷୀ ମାରଣା ନୀତି ଅବଲମ୍ବନ କରିବା ସହ ବେକାରୀ ସମସ୍ୟା ଦୂର ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି l ତେବେ ଏହାର ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଜେଲ ଭରୋ ଆନ୍ଦୋଳନ କରାଯାଇଥିବା କଂଗ୍ରେସ କହିଛି l

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.