ETV Bharat / state

ଏପ୍ରିଲ ସୁଦ୍ଧା ଝାରସୁଗୁଡ଼ା ବିମାନବନ୍ଦରରୁ ଉଡ଼ିବ ଇଣ୍ଡିଗୋ - ଝାରସୁଗୁଡ଼ା ବିମାନବନ୍ଦରରୁ ଉଡ଼ିବ ଇଣ୍ଡିଗୋ

ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ(jharsuguda airport) ଉଡ଼ିବ ଇଣ୍ଡିଗୋ ବିମାନ(indigo flight)। ଆସନ୍ତା ଗ୍ରୀଷ୍ମ ଋତୁରେ ଇଣ୍ଡିଗୋ ଏୟାରୱେଜ ବିମାନ ସେବା ଆରମ୍ଭ ହୋଇପାରେ ବୋଲି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଅଧିକ ପଢନ୍ତୁ

ଆସନ୍ତା ଗ୍ରୀଷ୍ମ ଋତୁରେ ଝାରସୁଗୁଡ଼ା ବିମାନବନ୍ଦରରୁ ଉଡ଼ିବ ଇଣ୍ଡିଗୋ ବିମାନ

author img

By

Published : Jan 9, 2022, 12:12 PM IST

ଝାରସୁଗୁଡ଼ା: ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ(jharsuguda airport) ଉଡ଼ିବ ଇଣ୍ଡିଗୋ ବିମାନ(indigo flight)। ଆସନ୍ତା ଗ୍ରୀଷ୍ମ ଋତୁରେ ଇଣ୍ଡିଗୋ ଏୟାରୱେଜ ବିମାନ ସେବା ଆରମ୍ଭ ହୋଇପାରେ ବୋଲି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସୂଚନାନୁସାରେ ଗ୍ରୀଷ୍ମ ଋତୁରେ ମାର୍ଚ୍ଚ ଅଥବା ଏପ୍ରିଲ ମାସ ସୁଦ୍ଧା ମୁମ୍ବାଇ ଓ ବେଙ୍ଗାଲୁରୁକୁ ଇଣ୍ଡିଗୋ ଏୟାରୱେଜ ସେବା ପ୍ରଦାନ କରିବ। ତେବେ ଏନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇ ନାହିଁ ।

ଆସନ୍ତା ଗ୍ରୀଷ୍ମ ଋତୁରେ ଝାରସୁଗୁଡ଼ା ବିମାନବନ୍ଦରରୁ ଉଡ଼ିବ ଇଣ୍ଡିଗୋ ବିମାନ

ଏପଟେ ଇଣ୍ଡିଗୋ ଝାରସୁଗୁଡ଼ାରୁ ମୁମ୍ବାଇ ଓ ବାଙ୍ଗାଲୋର ଉଡାଣ ପାଇଁ ସ୍ଲଟ ବୁକିଙ୍ଗ କରିଥିବା ଜଣାଯାଇଛି।

ଝାରସୁଗୁଡ଼ାରୁ ଗୁରୁଚରଣ ବାଗ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.