ETV Bharat / state

ରାଜ୍ୟରେ 70ହଜାର ବ୍ୟକ୍ତିଗତ ସୁରକ୍ଷା ଉପକରଣ ମହଜୁଦ: ସ୍ବାସ୍ଥ୍ୟ ମନ୍ତ୍ରୀ - 70 thousand ppe available in odisha

ରାଜ୍ୟରେ 70ହଜାର ବ୍ୟକ୍ତିଗତ ସୁରକ୍ଷା ଉପକରଣ ମହଜୁଦ ରହିଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି । ଏହା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ସାନିଟାଇଜିଙ୍ଗ ଟନେଲ ପ୍ରତିଷ୍ଠା କରାଯିବା ନେଇ ସେ ପ୍ରସ୍ତାବ ରଖିଛନ୍ତି । କୋରୋନା ମୁକାବିଲା ପାଇଁ ଆଜି ଉଚ୍ଚ ମନ୍ତ୍ରୀମଣ୍ଡଳ ସ୍ତରୀୟ ଗୁରୁତ୍ବପୂର୍ଣ୍ଣ ଆଲୋଚନା ପରେ ସେ ଏହା ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

health-minister-after-high-level-meeting-70-thousand-ppe-available-in-odisha
ରାଜ୍ୟରେ 70ହଜାର ବ୍ୟକ୍ତିଗତ ସୁରକ୍ଷା ଉପକରଣ ମହଜୁଦ: ସ୍ବାସ୍ଥ୍ୟ ମନ୍ତ୍ରୀ
author img

By

Published : Apr 9, 2020, 3:34 PM IST

Updated : Apr 9, 2020, 4:42 PM IST

ଝାରସୁଗୁଡା: ରାଜ୍ୟରେ 70ହଜାର ବ୍ୟକ୍ତିଗତ ସୁରକ୍ଷା ଉପକରଣ ମହଜୁଦ ରହିଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି । ଏହା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ସାନିଟାଇଜିଙ୍ଗ ଟନେଲ ପ୍ରତିଷ୍ଠା କରାଯିବା ନେଇ ସେ ପ୍ରସ୍ତାବ ରଖିଛନ୍ତି । କୋରୋନା ମୁକାବିଲା ପାଇଁ ଆଜି ଉଚ୍ଚ ମନ୍ତ୍ରୀମଣ୍ଡଳ ସ୍ତରୀୟ ଗୁରୁତ୍ବପୂର୍ଣ୍ଣ ଆଲୋଚନା ପରେ ସେ ଏହା ପ୍ରକାଶ କରିଛନ୍ତି ।

ରାଜ୍ୟରେ 70ହଜାର ବ୍ୟକ୍ତିଗତ ସୁରକ୍ଷା ଉପକରଣ ମହଜୁଦ: ସ୍ବାସ୍ଥ୍ୟ ମନ୍ତ୍ରୀ

ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଏନଆଇସିରେ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଛନ୍ତି । ଏହି ଆଲୋଚନାରେ ସ୍ବାସ୍ଥ୍ୟ ମନ୍ତ୍ରୀ ବିଭିନ୍ନ ପ୍ରସ୍ତାବ ରଖିଛନ୍ତି । ଭିଡ଼ିଓ କନଫରେନ୍ସି ଜରିଆରେ ଏହି ଆଲୋଚନା ହୋଇଛି ।

health-minister-after-high-level-meeting-70-thousand-ppe-available-in-odisha
ରାଜ୍ୟରେ 70ହଜାର ବ୍ୟକ୍ତିଗତ ସୁରକ୍ଷା ଉପକରଣ ମହଜୁଦ: ସ୍ବାସ୍ଥ୍ୟ ମନ୍ତ୍ରୀ

ସାରା ବିଶ୍ବରେ ମହାମାରୀ କୋରୋନା ସଂକ୍ରମଣ କାୟା ବିସ୍ତାର କରୁଥିବା ବେଳେ ଏହାର ପ୍ରଭାବରେ ସାରା ବିଶ୍ବରେ ଆତଙ୍କ ଖେଳିଯାଇଛି । ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ମଧ୍ୟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 44 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

Last Updated : Apr 9, 2020, 4:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.