ETV Bharat / state

ରେଳ ଧାରଣା ନିକଟରୁ 200 କ୍ୟୁଣ୍ଟାଲ ଚାଉଳ ଜବତ, ଚୋରି ସନ୍ଦେହ - 200 quintal paddy in jharsuguda

ଟ୍ରେନରୁ ହେଉଛି ଚାଉଳ ଚୋରି। ଚୋରିରେ ସମ୍ପୃକ୍ତ ଅଛି ବଡ ଗ୍ୟାଙ୍ଗ। ବୁଧବାର ରାତିରେ ଝାରସୁଗୁଡା ରେଲ ଷ୍ଟେସନ ଡବଲିଙ୍ଗ କଲୋନୀ ପାଖରେ ଥିବା ରେଳ ଧାରଣା ନିକଟରେ ଏକ ପରିତ୍ୟକ୍ତ ଘରୁ ପ୍ରାୟ 200 କ୍ୟୁଣ୍ଟାଲରୁ ଉର୍ଦ୍ଧ୍ବ ଚାଉଳ ଜବତ ହେବା ଏହି ଆଶଙ୍କା ସୃଷ୍ଟି କରିଛି ।

jharsuguda
ରେଳ ଧାରଣା ନିକଟରୁ 200 କ୍ୟୁଣ୍ଟାଲ ଚାଉଳ ଜବତ, ଚୋରି ସନ୍ଦେହ
author img

By

Published : Jan 9, 2020, 8:45 PM IST

ଝାରସୁଗୁଡା: ଟ୍ରେନରୁ ହେଉଛି ଚାଉଳ ଚୋରି। ଚୋରିରେ ସମ୍ପୃକ୍ତ ଅଛି ବଡ ଗ୍ୟାଙ୍ଗ। ବୁଧବାର ରାତିରେ ଝାରସୁଗୁଡା ରେଲ ଷ୍ଟେସନ ଡବଲିଙ୍ଗ କଲୋନୀ ପାଖରେ ଥିବା ରେଳ ଧାରଣା ନିକଟରେ ଏକ ପରିତ୍ୟକ୍ତ ଘରୁ ପ୍ରାୟ 200 କ୍ୟୁଣ୍ଟାଲରୁ ଉର୍ଦ୍ଧ୍ବ ଚାଉଳ ଜବତ ହେବା ଏହି ଆଶଙ୍କା ସୃଷ୍ଟି କରିଛି ।

ରେଳ ଧାରଣା ନିକଟରୁ 200 କ୍ୟୁଣ୍ଟାଲ ଚାଉଳ ଜବତ, ଚୋରି ସନ୍ଦେହ

ଏଠାରୁ ଜିଆରପି OSCSC ଲେଖାଥିବା ISI ବ୍ରାଣ୍ଡ ଲାଗିଥିବା ଚାଉଳ ଜବତ କରିଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଚାଉଳକୁ ଉଠାଇ ଜିଆରପି ନିଜ ହେପାଜତକୁ ନେଇଛି। ତେବେ ଏହି ଚାଉଳକୁ କେହି ନିଜର ବୋଲି ଦାବି କରିନଥିବାବେଳେ ପ୍ରାଥମିକ ତଦନ୍ତରୁ ରେଳ ଯୋଗେ ଚାଉଳ ଯିବା ସମୟରେ ଏହା ବାହାର କରାଯାଇ ରଖାଯାଇଛି ବୋଲି ସନ୍ଦେହ କରିଛି ପୋଲିସ।

ଅନ୍ୟପଟେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘଟଣା ଉପରେ ଖୋଲତାଡ ଆରମ୍ଭ କରାଯାଇଛି । ଏନେଇ ଘଟଣାର ତଦନ୍ତ ପାଇଁ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଝାରସୁଗୁଡ଼ା: ଟ୍ରେନରୁ ହେଉଛି ଚାଉଳ ଚୋରୀ।ଚୋରୀରେ ସମ୍ପୃକ୍ତ ଅଛି ଏକ ବଡ ଗ୍ୟାଙ୍ଗ।ଏଭଳି କିଛି ତଥ୍ୟ ସମ୍ପର୍କରେ ଗନ୍ଧ ବାରି ହୋଇଛି ଝାରସୁଗୁଡା ରେ।ଗତକାଲି ରାତିରେ ଝାରସୁଗୁଡା ରେଳଷ୍ଟେସନ ନିକଟବର୍ତ୍ତୀ ଡବଲିଙ୍ଗ କଲୋନୀ ପାଖରେ ଥିବା ରେଳ ଧାରଣା ନିକଟରେ ଏକ ପରିତ୍ୟକ୍ତ ଘରୁ ପ୍ରାୟ 200 କ୍ୟୁଣ୍ଟାଲ ରୁ ଉର୍ଦ୍ଧ୍ବ ଚାଉଳ ଜବତ କରିଛି ଜିଆରପି ପୋଲିସ।ରେଳଧାରଣା କଡରେ ରହୁଥିବା ଏକ ପରିତ୍ୟକ୍ତ ଘରେ OSCSC ଲେଖାଥିବା ISI ବ୍ରାଣ୍ଡ ଲାଗିଥିବା ଚାଉଳ ଜବତ ହୋଇଛି।ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଚାଉଳକୁ ଉଠାଇ ଜିଆରପି ନିଜ ହେପାଜତ କୁ ନେଇଛି।ଏହି ଚାଉଳ ଜବତ ସମୟରେ କେହି ବି ନିଜର ଚାଉଳ ବୋଲି ଦାବୀ କରିବାକୁ ଆସି ନଥିଲେ।ପ୍ରାଥମିକ ତଦନ୍ତରୁ ରେଳ ଯୋଗେ ଚାଉଳ ଯିବା ସମୟରେ ଚୋର ଗ୍ୟାଙ୍ଗରେ ସାମିଲ ସଦସ୍ୟ ଏହା ବାହାର କରି ରଖିଥିଲା ବୋଲି ସନ୍ଦେହ କରିଛି ପୋଲିସ।କିନ୍ତୁ ଏଭଳି ଚାଉଳ ଗଚ୍ଛିତ ସମ୍ପର୍କରେ ଯୋଗାଣ ବିଭାଗ ନିକଟରେ କିଛି ତଥ୍ୟ ନାହିଁ।ଏ ଚାଉଳ କାହାର ବା କେଉଁଠୁ ଆସିଲା ତାହାର ତଦନ୍ତ ହେବା ଦରକାର ବୋଲି ଦାବୀ ହେଉଥିବା ବେଳେ ଓଡିଶା ସରକାରଙ୍କ ଟ୍ୟାଗରେ ଚାଉଳ ଦୀର୍ଘଦିନ ରୁ ଲୂଟ ହେଉଥିବା ସନ୍ଦେହ ମଧ୍ୟ ଦୃଢ଼ୀଭୂତ ହେବାରେ ଲାଗିଛି....ଅନ୍ୟପଟେ ଗଣମାଧ୍ୟମ ରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘଟଣା ଉପରେ ଖୋଲତାଡ଼ ଆରମ୍ଭ କରାଯାଇଛି । ଏ ନେଇ ଘଟଣାର ର ତଦନ୍ତ ପାଇଁ ଯୋଗାଣ ବିଭାଗ କୁ ନିର୍ଦେଶ ଦିଆଯାଇଥିବା ବେଳେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି ।

ବାଇଟ1:ଉଦିତ ପଟ୍ଟନାୟକ, ଜିଲ୍ଲା ଯୋଗାଣ ଅଧିକାରୀ, ଝାରସୁଗୁଡା ।
ବାଇଟ2:ସରୋଜ କୁମାର ସାମଲ, ଜିଲ୍ଳାପାଳ, ଝାରସୁଗୁଡା ।Body:.Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.