ETV Bharat / state

ମାଲବାହୀ ଟ୍ରେନ ଲାଇନଚ୍ୟୁତ, ମରାମତି ଜାରି

author img

By

Published : Sep 18, 2019, 12:46 PM IST

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ବସୁନ୍ଧରା କୋଇଲାଖଣିରୁ ଝାରସୁଗୁଡାକୁ ସଂଯୋଗ କରୁଥିବା ରେଳଧାରଣାରେ ମାଲବାହୀ ଟ୍ରେନ କୋଇଲା ନେଇ ଯାଉଥିବା ବେଳେ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡ଼ା

ଝାରସୁଗୁଡ଼ା: ପୁଣିଥରେ ଲାଇନଚ୍ୟୁତ ହେଲା ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ବୁଧବାର ସକାଳେ ଝାରସୁଗୁଡା ଲହଣ୍ଡାବୁଡ଼ ନିକଟରେ ଘଟିଛି ଏହି ଅଘଟଣ। ବସୁନ୍ଧରା କୋଇଲାଖଣିରୁ ଝାରସୁଗୁଡାକୁ ସଂଯୋଗ କରୁଥିବା ରେଳଧାରଣାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଫଳରେ ମଝି ରାସ୍ତାରେ ଅଟକିଛି ମାଲବାହୀ ଟ୍ରେନ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ବସୁନ୍ଧରା କଇଲା ଖଣିରୁ କୋଇଲା ବୋଝେଇ କରି ଝାରସୁଗୁଡା ଅଭିମୁଖେ ବାହାରିଥିଲା । କିନ୍ତୁ ଲହଣ୍ଡାବୁଡ଼ ନିକଟରେ ଟ୍ରାକରୁ ଖସିଲା ମାଲବାହୀ ଟ୍ରେନର ଗୋଟିଏ ଡବା । ବର୍ତ୍ତମାନ ଟ୍ରେନ କର୍ମଚାରୀ ପହଞ୍ଚି ଘଟଣାଟିକୁ ନିୟନ୍ତ୍ରିତ କରୁଛନ୍ତି । ଘଟଣାସ୍ଥଳରେ ରେଳବାଇ ପକ୍ଷରୁ ମରାମତି କାମ ଆରମ୍ଭ କରାଯାଇଛି ।

ଝାରସୁଗୁଡ଼ାରୁ ରବିନାରାୟଣ ସାହୁ, ଇଟିଭି ଭାରତ

Intro:ରେଳ ଧାରଣା ରୁ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ ଓ ମଝି ରାସ୍ତାରେ ଅଟକିଲା ମାଲବାହୀ ଟ୍ରେନ। ଆଜି ବସୁନ୍ଧରା କୋଇଲାଖଣି ରୁ ଝାରସୁଗୁଡାକୁ ସଂଯୋଗ କରୁଥିବା ରେଳ ଲାଇନ ର ଝାରସୁଗୁଡା ଲହଣ୍ଡାବୁଡ଼ ନିକଟରେ ମାଲବାହୀ ଟ୍ରେନ ଯିବା ବେଳେ ଘଟିଛି ଦୁର୍ଘଟଣା। ମାଲବାହୀ ଟ୍ରେନ ର ଗୋଟିଏ ଡବା ଲାଇନ ଚ୍ୟୁତ ହେବାରୁ ଗୋଟିଏ ଡବା ଲାଇନ ରୁ ବାହାରିପଡିଛି । ଘଟଣା ସ୍ଥାନରେ ରେଳବାଇ ପକ୍ଷରୁ ମରାମତି କାମ ଆରମ୍ଭ କରାଯାଇଛି ।Body:__Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.