ETV Bharat / state

ବାଇକକୁ ଧକ୍କା ଦେଲା ପିକଅପ ଭ୍ୟାନ, ଆଖି ବୁଜିଲେ ବାପ-ପୁଅ

author img

By

Published : Jul 1, 2022, 10:17 AM IST

ଝାରସୁଗୁଡା ଜିଲ୍ଲା ଜୋରାବଗା ଛକ ନିକଟରେ ଏକ ବାଇକକୁ ଏକ ପିକଅପ ଧକ୍କା ଦେବାରୁ ବାପା ପୁଅଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

pickup van hit the bike at jharsuguda
ବାଇକକୁ ଧକ୍କା ଦେଲା ପିକଅପଗାଡି, ବାପ ପୁଅ ମୃତ

ଝାରସୁଗୁଡା: ଜିଲ୍ଲା ଜୋରାବଗା ଛକ ନିକଟରେ ଏକ ବାଇକକୁ ଏକ ପିକଅପ ଧକ୍କା ଦେବାରୁ ବାପା ପୁଅଙ୍କ ମୃତ୍ୟୁ l ମୃତକମାନେ ବେଲପାହାଡ ରେହେମତ ନଗରର ମହମ୍ମଦ ମେହେଫୁଜ ଆଲାମ ଓ ତାଙ୍କ ବଡ଼ ପୁଅ ମହମ୍ମଦ ଆଦିଲ ବୋଲି ଜଣାପଡିଛି l

ଦୁର୍ଘଟଣା ଘଟାଇ ପିକଅପ ଡ୍ରାଇଭର ଫେରାର ହୋଇଥିବାବେଳେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଜୋରବାଗ ଛକ ନିକଟରେ ଲୋକେ ରାସ୍ତାରୋକ କରିଥିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି । ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.