ETV Bharat / state

ଝାରସୁଗୁଡାରେ ପହଞ୍ଚିଲା କୃଷକ ଅଧିକାର ଯାତ୍ରା

author img

By

Published : Mar 18, 2021, 10:35 PM IST

12ଟି ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କୁ ନେଇ ଗତ ମାର୍ଚ୍ଚ 12 ତାରିଖ ଦାଣ୍ଡିଯାତ୍ରା ଦିବସରୁ ଭୁବନେଶ୍ବରରୁ ଏହି ଯାତ୍ରା ବାହାରି ଗଞ୍ଜାମ, ଗଜପତି, କୋରାପୁଟ, ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁର ସହ 20ଟି ଜିଲ୍ଲା ଗସ୍ତ ଶେଷ କରିଥିଲା । ଗୁରୁବାର ଝାରସୁଗୁଡାରେ ପହଞ୍ଚିବା ପରେ ସେମାନଙ୍କୁ ଜିଲ୍ଲାରେ ଏକ ବାଇକ୍ ଶୋଭାଯାତ୍ରାରେ ବଡମାଳ ଛକ ଠାରୁ ସ୍ବାଗତ କରି ସ୍ଥାନୀୟ ଚାଷୀ ଓ ଶ୍ରମିକ ସଂଗଠନ ପକ୍ଷରୁ ଅଣାଯାଇଥିଲା । ଅଧିକ ପଢନ୍ତୁ...

ଝାରସୁଗୁଡାରେ ପହଞ୍ଚିଲା କୃଷକ ଅଧିକାର ଯାତ୍ରା
ଝାରସୁଗୁଡାରେ ପହଞ୍ଚିଲା କୃଷକ ଅଧିକାର ଯାତ୍ରା

ଝାରସୁଗୁଡା: ଝାରସୁଗୁଡାରେ ପହଞ୍ଚିଲା କୃଷକ ଅଧିକାର ଯାତ୍ରା | 12ଟି ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କୁ ନେଇ ଗତ ମାର୍ଚ୍ଚ 12 ତାରିଖ ଦାଣ୍ଡିଯାତ୍ରା ଦିବସରୁ ଭୁବନେଶ୍ବରରୁ ଏହି ଯାତ୍ରା ବାହାରି ଗଞ୍ଜାମ, ଗଜପତି, କୋରାପୁଟ, ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁର ସହ 20ଟି ଜିଲ୍ଲା ଗସ୍ତ ଶେଷ କରିଥିଲା । ଗୁରୁବାର ଝାରସୁଗୁଡାରେ ପହଞ୍ଚିବା ପରେ ସେମାନଙ୍କୁ ଜିଲ୍ଲାରେ ଏକ ବାଇକ୍ ଶୋଭାଯାତ୍ରାରେ ବଡମାଳ ଛକ ଠାରୁ ସ୍ବାଗତ କରି ସ୍ଥାନୀୟ ଚାଷୀ ଓ ଶ୍ରମିକ ସଂଗଠନ ପକ୍ଷରୁ ଅଣାଯାଇଥିଲା ।

ଝାରସୁଗୁଡାରେ ପହଞ୍ଚିଲା କୃଷକ ଅଧିକାର ଯାତ୍ରା

ପରେ କାପୁମାଲ ଠାରେ ଚାଷୀ ଓ ଶ୍ରମିକଙ୍କୁ ନେଇ ଆୟୋଜିତ ଏକ ସଭାରେ ଉପସ୍ଥିତ ଶ୍ରମିକ ଓ ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଦ୍ବାରା ଆଗତ 3ଟି କୃଷି ବିଲର ନକାରାତ୍ମକ ଦିଗ ଉପରେ କହିଥିଲେ । ଏଥିସହ ରାଜ୍ୟରେ ବିଜେଡି ଓ ବିଜେପି ସଦସ୍ୟମାନେ ଯେପରି ବିଧାନସଭାରେ ହଟ୍ଟଗୋଳ କରି ବିଧାନସଭାକୁ ଚଳାଇ ଦେଉ ନାହାନ୍ତି ନାପସନ୍ଦ କରି ଉଭୟ ଦଳ ଚାଷୀଙ୍କ ମଧ୍ୟରେ ଧାନ କିଣାକୁ ନେଇ ଭ୍ରମ ସ୍ରୁଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ବୋଲି କହି ସମାଲୋଚନା କରିଛନ୍ତି |

ଏହି କ୍ରୁଷକ ଅଧିକାର ଯାତ୍ରା ଶହୀଦ ଭଗତ ସିଂହଙ୍କ ବଳିଦାନ ଦିବସରେ 23 ତାରିଖରେ ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ଚାଷୀ ସମାବେଶ କରାଯିବ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.