ETV Bharat / state

TSPL କାରଖାନାରେ ବିସ୍ଫୋରଣ: 2 ଗୁରୁତର, 7 ଆହତ

author img

By

Published : Jul 2, 2020, 1:55 PM IST

Updated : Jul 2, 2020, 2:06 PM IST

ଝାରସୁଗୁଡା ଲହଣ୍ଡାବୁଡସ୍ଥିତ TPSL ସ୍ପଞ୍ଜ ରୋଲିଂ କାରଖାନାରେ ବିସ୍ଫୋରଣ । ଫଳରେ 9ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ 2ଜଣ ଗୁରୁତର ଥିବା ସୂଚନା ରହିଛି ।

TSPL କାରଖାନାରେ ବିସ୍ଫୋରଣ, 2 ଗୁରୁତର, 7 ଆହତ

ଝାରସୁଗୁଡା: ଲହଣ୍ଡାବୁଡସ୍ଥିତ TPSL ସ୍ପଞ୍ଜ ରୋଲିଂ କାରଖାନାରେ ଅଘଟଣ । SMS ୟୁନିଟର ବ୍ଲାଷ୍ଟ ଫରନେସରେ ବିସ୍ଫୋରଣ ଘଟିଛି । ଫଳରେ 7 ଜଣ ଆହତ ହୋଇଥିବାବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ବର୍ଣ୍ଣ ୟୁନିଟ ନଥିବାରୁ ସଭିଁଙ୍କୁ ରାଉରକେଲାର ଆଇଜିଏଚକୁ ସ୍ଥାନାନ୍ତର କରାଯାଇଛି । ତେବେ ଉତ୍ତପ୍ତ ତରଳ ଲୁହା ଦେହରେ ପଡିବାରୁ ସମସ୍ତେ ଆହତ ହୋଇଥିବା ସୂଚନା ରହିଛି ।

TSPL କାରଖାନାରେ ବିସ୍ଫୋରଣ: 2 ଗୁରୁତର, 7 ଆହତ

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

Last Updated : Jul 2, 2020, 2:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.