ETV Bharat / state

ଶୋଭାଯାତ୍ରା ସହ ଆରମ୍ଭ ହେଲା ଜିଲ୍ଲା ମହୋତ୍ସବ ‘ଦୁଲଦୁଲି’ - ଶୋଭାଯାତ୍ରା ସହ ଆରମ୍ଭ ହେଲା ଜିଲ୍ଲା ମହୋତ୍ସବ ‘ଦୁଲଦୁଲି’

ଝାରସୁଗୁଡା ପ୍ରତିଷ୍ଠା ଦିବସରେ ଆରମ୍ଭ ହୋଇଛି ଜିଲ୍ଲା ମହୋତ୍ସବ ଦୁଲଦୁଲି। କଡା ସୁରକ୍ଷା ବ୍ୟବସ୍ଥା ସହ ଜିଲ୍ଲାପାଳ ସରୋଜ କୁମାର ସାମଲ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଛନ୍ତି। ଅଧିକ ପଢନ୍ତୁ...

duldulli mahostav celebration started in jharsuguda
ଶୋଭାଯାତ୍ରା ସହ ଆରମ୍ଭ ହେଲା ଜିଲ୍ଲା ମହୋତ୍ସବ ‘ଦୁଲଦୁଲି’
author img

By

Published : Jan 1, 2020, 9:01 PM IST

ଝାରସୁଗୁଡ଼ା: ଝାରସୁଗୁଡା ପ୍ରତିଷ୍ଠା ଦିବସରେ ଆରମ୍ଭ ହୋଇଛି ଜିଲ୍ଲା ମହୋତ୍ସବ ଦୁଲଦୁଲି। କଡା ସୁରକ୍ଷା ବ୍ୟବସ୍ଥା ସହ ଜିଲ୍ଲାପାଳ ସରୋଜ କୁମାର ସାମଲ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଛନ୍ତି। ପରେ ଏହି ଶୋଭାଯାତ୍ରାରେ ଏକ ସାଂସ୍କୃତିକ ଦଳ ସହର ପରିକ୍ରମା କରିଥିଲେ।

ଶୋଭାଯାତ୍ରା ସହ ଆରମ୍ଭ ହେଲା ଜିଲ୍ଲା ମହୋତ୍ସବ ‘ଦୁଲଦୁଲି’

ପରମ୍ପରା ଅନୁଯାୟୀ, ପ୍ରଥମେ ଝଡେଶ୍ବର ସ୍ଥିତ ଶିବ ମନ୍ଦିରଠାରେ ପୂଜାର୍ଚ୍ଚନା କରାଯାଇ ମନମୋହନ ସ୍କୁଲ ସ୍ଥିତ ପଡିଆରେ ଥିବା ଦୁଲଦୁଲି ମଞ୍ଚରେ ଶୋଭାଯାତ୍ରା ପହଞ୍ଚିଥିଲା । ପରେ ସନ୍ଧ୍ୟାରେ ଅତିଥିଙ୍କ ଗହଣରେ ଝାରସୁଗୁଡା ମହୋତ୍ସବ ଦୁଲଦୁଲିର ଉଦଘାଟନ କରାଯାଇଥିଲା।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଝାରସୁଗୁଡ଼ା: ଆରମ୍ଭ ହୋଇଛି ଝାରସୁଗୁଡ଼ା ପ୍ରତିଷ୍ଠା ଦିବସ ସହ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି । କଡାକଡି ସୁରକ୍ଷା ବ୍ୟବସ୍ଥା ସହ ଆରମ୍ଭ ହୋଇଛି ସାଂସ୍କୃତିକ ଶୋଭାଯାତ୍ରା। ଝାରସୁଗୁଡ଼ା ଠାରେ ଜିଲ୍ଲପାଳ ସରୋଜ କୁମାର ସାମଲ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ପରେ ଏହି ସାଂସ୍କୃତିକ ଦଳ ସହର ପରିକ୍ରମା କରିଥିଲେ।
ପରମ୍ପରା ଅନୁଯାୟୀ ପ୍ରଥମେ ଝଡେଶ୍ୱର ସ୍ଥିତ ଶିବ ମନ୍ଦିର ଠାରେ ପୂଜାର୍ଚ୍ଚନା କରାଯାଇ ମନମୋହନ ସ୍କୁଲ ସ୍ଥିତ ପଡ଼ିଆରେ ଥିବା ଦୁଲଦୁଲି ମଞ୍ଚରେ ଶୋଭାଯାତ୍ରା ପହଞ୍ଚିଥିଲା । ପରେ ଆଜି ସନ୍ଧ୍ୟାରେ ଅତିଥି ମାନଙ୍କର ଗହଣରେ ଝାରସୁଗୁଡ଼ା ମହୋତ୍ସବ ଜିଲ୍ଲା ମହୋତ୍ସବ ଦୁଲଦୁଲି ର ଉଦଘାଟନ କରବା କାର୍ଯ୍ୟକ୍ରମ ରହିଛି ।Body:.Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.