ETV Bharat / state

ଗ୍ୟାଙ୍ଗଷ୍ଟାର ସୋନୁ ଘୋଷ ନ୍ୟାସନାଲ ସିକ୍ୟୁରିଟି ଆକ୍ଟରେ ଗିରଫ

author img

By

Published : Dec 24, 2019, 8:59 PM IST

ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷକୁ ନ୍ୟାସନାଲ ସିକ୍ୟୁରିଟି ଆକ୍ଟ (ଏନଏସଏ)ରେ ଗିରଫ କରିଛି ଝାରସୁଗୁଡା ପୋଲିସ । ସୋନୁଙ୍କ ନାମରେ ଏକାଧିକ ସଙ୍ଗୀନ୍ ମାମଲା ରହିଛି । ବର୍ତ୍ତମାନ ସୋନୁ କଟକ ଚୌଦ୍ୱାର ଜେଲରେ ଅଛି।

sonu ghosh arrested under  national security act
ଅପରାଧୀ ସୋନୁ ଘୋଷ ନ୍ୟାସନାଲ ସିକ୍ୟୁରିଟି ଆକ୍ଟରେ ଗିରଫ

ଝାରସୁଗୁଡ଼ା: ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷକୁ ନ୍ୟାସନାଲ ସିକ୍ୟୁରିଟି ଆକ୍ଟ (ଏନଏସଏ)ରେ ଗିରଫ କରିଛି ଝାରସୁଗୁଡା ପୋଲିସ । ଅପରାଧୀ ଜଣଙ୍କ ହେଲେ ଝାରସୁଗୁଡ଼ା ବ୍ରଜରାଜନଗରର ଅଞ୍ଚଳର ।

ଅପରାଧୀ ସୋନୁ ଘୋଷ ନ୍ୟାସନାଲ ସିକ୍ୟୁରିଟି ଆକ୍ଟରେ ଗିରଫ

ସୋନୁଙ୍କ ନାମରେ ଏକାଧିକ ସଙ୍ଗୀନ୍ ମାମଲା ରହିଛି । ବର୍ତ୍ତମାନ ସୋନୁ କଟକ ଚୌଦ୍ୱାର ଜେଲରେ ଅଛି। ଏ ନେଇ ଝାରସୁଗୁଡା ଏସପି ଅଶ୍ୱିନୀ ମହାନ୍ତି କହିଛନ୍ତି ଯେ ଲୋକଙ୍କ ମଧ୍ୟରେ ଆତଙ୍କ, ଭୟ ଓ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଅପରାଧୀମାନଙ୍କୁ ଏନଏସଏରେ ଗିରଫ କରାଯାଇଥାଏ । ସୋନୁ ଘୋଷ ବ୍ରଜରାଜନଗର ଅମିତ ଧଳ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଷଡଯନ୍ତ୍ରକାରୀ ହୋଇଥିବା ସହ ତାଙ୍କ ନାମରେ ବହୁ ସଙ୍ଗୀନ ମାମଲା ରହିଥିବା ଏସପି କହିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଝାରସୁଗୁଡ଼ା: ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷ ନ୍ୟାସନାଲ ସିକ୍ୟୁରିଟି ଆକ୍ଟ (ଏନଏସଏ)ରେ ବୁକ୍ କରିଛି ଝାରସୁଗୁଡା ପୋଲିସ। ଅପରାଧୀ ଜଣଙ୍କ ହେଲେ ଝାରସୁଗୁଡ଼ା ବ୍ରଜରାଜନଗରର ଅଞ୍ଚଳର ସୋନୁ ଘୋଷ । ସୋନୁଙ୍କ ନାମରେ ଏକାଧିକ ସଙ୍ଗୀନ ମାମଲା ରହିଛି । ବର୍ତ୍ତମାନ ସୋନୁ କଟକ ଚୌଦ୍ୱାର ଜେଲରେ । ଏ ନେଇ ଝାରସୁଗୁଡା ଏସପି ଅଶ୍ୱିନୀ ମହାନ୍ତି କହିଛନ୍ତି ଲୋକଙ୍କ ମଧ୍ୟରେ ଆତଙ୍କ, ଭୟ ଓ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଅପରାଧୀମାନଙ୍କୁ ଏନଏସଏ ବୁକ କରାଯାଇଥାଏ । ସୋନୁ ଘୋଷ ବ୍ରଜରାଜନଗର ଅମିତ ଧଳ ହତ୍ୟାକାଣ୍ଡ ମାମଲା ରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ହୋଇଥିବା ସହ ତାଙ୍କ ନାମରେ ବହୁ ସଙ୍ଗୀନ ମାମଲା ରହିଥିବା ଏସପି କହିଛନ୍ତି ।
ବାଇଟ1--ଅଶ୍ବିନୀ ମହାନ୍ତି, ଏସପି,ଝାରସୁଗୁଡ଼ା ।Body:।।।।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.