ETV Bharat / state

ଅନୁପଙ୍କୁ ଡବଲ ଝଟକା; ପଦ ସହ ଦଳରୁ ବହିଷ୍କୃତ

author img

By

Published : Feb 13, 2020, 5:25 PM IST

Updated : Feb 13, 2020, 6:02 PM IST

cm-naveen-patnaik-removes-anup-sai-from-the-chairmanship-of-the-state-warehousing-corporation
ଅନୁପଙ୍କୁ ଡବଲ ଝଟକା; ପଦ ସହ ଦଳରୁ ବହିଷ୍କାର

17:21 February 13

ପଣ୍ୟାଗାର ଅଧ୍ୟକ୍ଷ ପଦବୀରୁ ହଟିଲେ ବିଜେଡି ନେତା ଅନୁପ ସାଏ

ଭୁବନେଶ୍ବର: ରାଜ୍ୟ ପଣ୍ୟାଗାର ଅଧ୍ୟକ୍ଷ ପଦବୀରୁ ହଟିଲେ ବିଜେଡି ନେତା ଅନୁପ ସାଏ । 2016ର ଏକ ଡବଲ ମର୍ଡର ମାମଲାରେେ ବୁଧବାର ଠାରୁ ଛତିଶଗଡ ପୋଲିସ ଦ୍ବାରା ଅଟକ ଥିବା ଅନୁପଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କ ପଦରୁ ବହିଷ୍କାର କରିଛନ୍ତି । ଏହାସହ ଅନୁପଙ୍କୁ ମଧ୍ୟ ଦଳରୁ ବହିଷ୍କାର କରିଛନ୍ତି  ମୁଖ୍ଯମନ୍ତ୍ରୀ । 

ସୂଚନାଯୋଗ୍ୟଯେ 2014 ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିଲେ । 

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ତପନ ଦାସ, ଇଟିଭି ଭାରତ

Last Updated : Feb 13, 2020, 6:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.