ETV Bharat / state

Greenfield airport in Puri: କେବଳ ରାଜ୍ୟ ସରକାରଙ୍କ ରିପୋର୍ଟକୁ ଅପେକ୍ଷା କହିଲେ Scindia - Puri Greenfield Airport

ରାଜ୍ୟ ସରକାର ପୁରୀ ବିମାନବନ୍ଦର (Puri Airport) ପାଇଁ ଶୀଘ୍ର ରିପୋର୍ଟ ପଠାଇଲେ ଆମେ ଗ୍ରୀନ ଫିଲଡ଼ ଏୟାରପୋର୍ଟ (Greenfield Airport) ସ୍ଥାପନ କରିବା ପାଇଁ ବ୍ୟବସ୍ଥା ଆରମ୍ଭ କରିବୁ । ଅଧିକ ପଢନ୍ତୁ

Union minister Jyotiraditya scindia reaction on Puri airport
ପୁରୀ ବିମାନବନ୍ଦର ପାଇଁ ଶୀଘ୍ର ରିପୋର୍ଟ ପଠାଇଲେ ଆମେ ଗ୍ରୀନ ଫିଲଡ଼ ଏୟାରପୋର୍ଟ
author img

By

Published : Nov 22, 2021, 8:47 PM IST

ଝାରସୁଗୁଡା: ଜିଲ୍ଲା ଗସ୍ତରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ (Civil aviation minister Jyotiraditya scindia) । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ (Veer Surendra Sai Airport) ଆସିଥିବାବେଳେ ରାଜ୍ୟରେ ଆଉ ତିନି ବିମାନବନ୍ଦର ବିଷୟରେ ସୂଚନା ଦେଇଛନ୍ତି । ପୁରୀ, ଜୟପୁର ଓ ଉତ୍କେଲ ଏୟାରପୋର୍ଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ।

ପୁରୀ ବିମାନବନ୍ଦର ପାଇଁ ଶୀଘ୍ର ରିପୋର୍ଟ ପଠାଇଲେ ଆମେ ଗ୍ରୀନ ଫିଲଡ଼ ଏୟାରପୋର୍ଟ ସ୍ଥାପନ କରାଯିବ Scindia

ପୁରୀରେ ହେବ ଗ୍ରୀନଫିଲଡ ଏୟାରପୋର୍ଟ (Puri Greenfield Airport) । ଝାରସୁଗୁଡା ଗସ୍ତରେ ଆସିଥିବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି । ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାରର ରିପୋର୍ଟ ପ୍ରସ୍ତୁତ କରି ପଠାଯାଇଛି । ରାଜ୍ୟ ସରକାର ଶୀଘ୍ର ରିପୋର୍ଟ ପଠାଇଲେ ପୁରୀ ପାଇଁ ଗ୍ରୀନ ଫିଲଡ଼ ଏୟାରପୋର୍ଟ ସ୍ଥାପନ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ। ସେହିପରି ଜୟପୁର ଓ ଉତ୍କେଲା ଏୟାରପୋର୍ଟ ନେଇ ରାଜ୍ୟ ସରକାର ରିପୋର୍ଟ ପଠାଇବା ପାଇଁ କହିଛନ୍ତି । ତେବେ ଲାଇସେନ୍ସର ବ୍ୟବସ୍ଥା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ସିନ୍ଧିଆ କହିଛନ୍ତି ।

ସୂଚନାଥାଉକି ଉଡାନ ଯୋଜନାର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଝାରସୁଗୁଡା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଝାରସୁଗୁଡା ବୀର ସୁରେନ୍ଦ୍ରସାଏ ବିମାନ ବନ୍ଦର ଦେଶରେ ଏକ ନୂତନ ସମ୍ଭାବନା ସୃଷ୍ଟି କରିଛି । ବର୍ଷିକ ଏଠାରୁ ୩ ଲକ୍ଷରୁ ଅଧିକ ଲୋକ ଯାତାୟତ କରିଛନ୍ତି ବୋଲି କହିଛନ୍ତି । ସାଧାରଣ ଲୋକଙ୍କୁ ବିମାନ ଯାତ୍ରା କରେଇବା ପାଇଁ ଏହି ଉଡାଣ ଯୋଜନା କରିଥିଲା କେନ୍ଦ୍ର ସରକାର।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.