ETV Bharat / state

ବଡଦିନ ପାଇଁ ଶିଳ୍ପନଗରୀ ଚର୍ଚ୍ଚ ପରିସରରେ ଖ୍ରୀଷ୍ଟମାସ ଟ୍ରି ପାର୍କ - christmas celebrate in 2019

ବଡଦିନ ପାଇଁ ଚଳଚଞ୍ଚଳ ହୋଇଉଠିଛି ଶିଳ୍ପନଗରୀ ଝାରସୁଗୁଡା। ଚର୍ଚ୍ଚକୁ ବହୁ ଆଡମ୍ବର ସହ ସଜା ଯାଇଛି। ଏବର୍ଷ ଚର୍ଚ୍ଚ ପରିସରରେ ସ୍ବତନ୍ତ୍ର ଖ୍ରୀଷ୍ଟମାସ ଟ୍ରି ପାର୍କ ତିଆରି କରାଯିବ। ଚର୍ଚ୍ଚ ସମ୍ମୁଖରେ ଗୁହାଳ ଘର ତିଆରି କରାଯାଇଛି। ତାହାକୁ ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ସୁସଜ୍ଜିତ କରଯାଉଛି।

ବଡଦିନ
ବଡଦିନ
author img

By

Published : Dec 24, 2019, 8:35 PM IST

ଝାରସୁଗୁଡା: ବଡଦିନ ପାଇଁ ଚଳଚଞ୍ଚଳ ହୋଇଉଠିଛି ଝାରସୁଗୁଡା। ବଡଦିନ ପର୍ବ ପାଖେଇ ଆସୁଥିବା ବେଳେ ଝାରସୁଗୁଡା ଜିଲ୍ଲାରେ ଥିବା ଚର୍ଚ୍ଚ ସଜେଇ ହେବା ଆରମ୍ଭ କଲାଣି। ଏହି ପର୍ବକୁ ଆଡମ୍ବର ସହକାରରେ ପାଳନ କରିବା ପାଇଁ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ମଧ୍ୟରାତ୍ରୀରେ ଜନ୍ମନେବେ ଯୀଶୁ। ଏଥିପାଇଁ ସଜେଇ ହେଲାଣି ବିଭିନ୍ନ ଚର୍ଚ୍ଚ।

ପରମ୍ପରା ଦୃଷ୍ଟିରୁ ଏହି ଦିନରେ ଖ୍ରୀଷ୍ଟୀୟ ଓ ଉଦାରପନ୍ଥୀ ଧାର୍ମିକ ପ୍ରଥା ସମ୍ମିଶ୍ରିତ ହୋଇଥିବା ଉଲ୍ଲେଖ ରହିଛି। ଆଧୁନିକ ଯୁଗରେ ବଡଦିନ ପାଳନ ସମୟରେ ଉପହାର ଦେବା ନେବା, ବଡଦିନର ସଙ୍ଗୀତ ଓ ପ୍ରାର୍ଥନା, ବିଭିର୍ଣ୍ଣ ପ୍ରକାର ରଙ୍ଗବେରଙ୍ଗର ଆଲୋକମାଳାରେ ଘରକୁ ସୁସଜ୍ଜିତ କରିବା, ଗୀର୍ଜା ଘର ପକ୍ଷରୁ ସମାଜର ଉନ୍ନତିମୂଳକ କାର୍ଯ୍ୟରେ ଯୋଗଦେବା, କଣ୍ଢେଇ ମାଧ୍ୟମରେ ଯୀଶୁଙ୍କ ଜନ୍ମବୃତ୍ତାନ୍ତ ଦର୍ଶାଇବା ପରି ବିଭିନ୍ନ ପ୍ରଥା ପ୍ରଚଳିତ ହୋଇଥାଏ।

ଉପହାର ଓ ଅନ୍ୟାନ୍ୟ ସାମଗ୍ରୀ କିଣାବିକା ଯୋଗୁଁ ବଡଦିନଟି ବ୍ୟାପାର ପାଇଁ ଉତ୍କୃଷ୍ଟ ସମୟ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଧରାବତରଣ ପୂର୍ବରୁ ସମସ୍ତେ ହସ ଉଲ୍ଲାସର ସହ ମିଳିତ ଭାବେ ବଡଦିନ ପର୍ବ ପାଳନ ପାଇଁ ଏଭଳି ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ଚର୍ଚ୍ଚର ଫାଦର କହିଛନ୍ତି।

ବଡଦିନ ପାଇଁ ଚଳଚଞ୍ଚଳ ଝାରସୁଗୁଡା

ଅନ୍ୟପଟେ ଯୁବକ ଯୁବତୀ ଗୀତ ଗାଇବା ପାଇଁ ନିଜକୁ ଆଧ୍ୟ‌ାତ୍ମିକ ଭାବେ ପ୍ରସ୍ତୁତ କରିଥାନ୍ତି। ଚର୍ଚ୍ଚରେ ପ୍ରାର୍ଥନା, ଉପବାସ, ଧ୍ୟାନ ଓ ଦିବ୍ୟଯଜ୍ଞ ଆଦି କରାଯାଇଥାଏ। ଚର୍ଚ୍ଚକୁ ବହୁ ଆଡମ୍ବର ସହ ସଜା ଯାଇଥାଏ। ଏବର୍ଷ ଚର୍ଚ୍ଚ ପରିସରରେ ସ୍ବତନ୍ତ୍ର ଖ୍ରୀଷ୍ଟମାସ ଟ୍ରି ପାର୍କ ତିଆରି କରାଯିବ। ଚର୍ଚ୍ଚ ସମ୍ମୁଖରେ ଗୁହାଳ ଘର ତିଆରି କରାଯାଇଛି। ତାହାକୁ ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ସୁସଜ୍ଜିତ କରଯାଉଛି। ବଡଦିନ ପାଇଁ ଶିଳ୍ପନଗରୀ ଝାରସୁଗୁଡା ଚଳଚଞ୍ଚଳ ଥିବା ବେଳେ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ବଡ଼ ଦିନ ପାଇଁ ଚଳଚଞ୍ଚଳ ହୋଇଉଠିଛି ଝାରସୁଗୁଡା ।ବଡ଼ଦିନ ପର୍ବ ପାଖେଇ ପାଖେଇ ଆସୁଥିବା ବେଳେ ଝାରସୁଗୁଡା ଜିଲ୍ଲାରେ ଥିବା ଚର୍ଚ୍ଚଗୁଡ଼ିକ ସଜେଇ ହେବା ଆରମ୍ଭ କଲାଣି। ଏହି ପର୍ବକୁ ଆଡମ୍ବର ସହକାରରେ ପାଳନ କରିବା ପାଇଁ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ପ୍ରତିବର୍ଷ ଡିସେମ୍ବର ୨୫କୁ ବଡ଼ଦିନ ଭାବେ ପାଳନ କରିଥାନ୍ତି । ସେଥିପାଇଁ ଏହି ଦିବସକୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ରୂପେ ଧୂମଧାମର ସହିତ ପାଳନ କରିଥାଏ । ଏହା ହେଉଛି ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ଖୁବ୍ ଶୁଭ ଓ ସମୃଦ୍ଧିର ଦିନ । ଆଜି ମଧ୍ୟ ରାତ୍ରୀରେ ଜନ୍ମନେବେ ଯିଶୁ । ଏଥିପାଇଁ ସଜେଇ ହେଲାଣି ବିଭିନ୍ନ ଚର୍ଚ୍ଚ ।

ପରମ୍ପରା ଦୃଷ୍ଟିରୁ ଏହି ଦିନରେ ଖ୍ରୀଷ୍ଟୀୟ ଓ ଉଦାରପନ୍ଥୀ ଧାର୍ମିକ ପ୍ରଥା ସମ୍ମିଶ୍ରିତ ହୋଇଥିବା ଉଲ୍ଲେଖ ରହିଛି ଆଧୁନିକ ଯୁଗରେ ବଡ଼ଦିନ ପାଳନ ସମୟରେ ଉପହାର ଦେବାନେବା, ଆଗମନ କ୍ୟାଲେଣ୍ଡରରେ ଦିନ ଗଣିବା, ବଡ଼ଦିନର ସଙ୍ଗୀତ ଓ ପ୍ରାର୍ଥନା, ବଡ଼ଦିନ ଗଛ,ବିଭିର୍ଣ୍ଣ ପ୍ରକାର ରଙ୍ଗବେରଙ୍ଗର ଆଲୋକମାଳାରେ ଘରକୁ ସୁସଜ୍ଜିତ କରିବା, ଗୀର୍ଜା ଘର ତରଫରୁ ସମାଜର ଉନ୍ନତିମୂଳକ କାର୍ଯ୍ୟରେ ଯୋଗଦେବା, କଣ୍ଢେଇ ମାଧ୍ୟମରେ ଯୀଶୁଙ୍କ ଜନ୍ମବୃତ୍ତାନ୍ତ ଦର୍ଶାଇବା ପରି ବିଭିନ୍ନ ପ୍ରଥା ପ୍ରଚଳିତ ହୋଇଥାଏ । ଉପହାର ଓ ଅନ୍ୟାନ୍ୟ ସାମଗ୍ରୀ କିଣାବିକା ଯୋଗୁଁ ବଡ଼ଦିନଟି ବ୍ୟାପାର ପାଇଁ ଉତ୍କୃଷ୍ଟ ସମୟ ଓ ଗତ କିଛି ଶତାବ୍ଦୀରେ ବିଶ୍ୱର ବିଭିନ୍ନ ସ୍ଥାନରେ ଏହି ଦିନରେ ବ୍ୟାପାରବୃଦ୍ଧି ପାଇବାରେ ଲାଗିଥାଏ । ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଧରାବତରଣ ପୂର୍ବରୁ ଏବଂ ଭାଇଚାର ମଧ୍ୟରେ ସମସ୍ତେ ହସ ଉଲ୍ଲାସର ସହ ମିଳିତ ଭାବେ ବଡ଼ଦିନ ପର୍ବ ପାଳନ ପାଇଁ ଏହିଭଳି ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ଚର୍ଚ୍ଚର ଫାଦର କହିଛନ୍ତି । ଅନ୍ୟପଟେ ଯୁବକ ଯୁବତୀମାନେ ଗୀତ ଗାଇବା ପାଇଁ ନିଜକୁ ଆଧ୍ୟ‌‌ାତ୍ମିକ ଭାବେ ପ୍ରସ୍ତୁତ କରାଯାଇଥାଏ। ଚର୍ଚ୍ଚରେ ପ୍ରାର୍ଥନା, ଉପବାସ, ଧ୍ୟାନ ଓ ଦିବ୍ୟଯଜ୍ଞ ଆଦି କରାଯାଇଥାଏ। ଚର୍ଚ୍ଚକୁ ବହୁ ଆଡ଼ମ୍ବର ସହ ସଜା ଯାଇଥାଏ। ଏବର୍ଷ ଚର୍ଚ୍ଚ ପରିସରରେ ସ୍ୱତନ୍ତ୍ର ଖ୍ରୀଷ୍ଟମାସ ଟ୍ରି ପାର୍କ ତିଆରି କରାଯିବ। ଚର୍ଚ୍ଚ ସମ୍ମୁଖରେ ଗୁହାଳ ଘର ତିଆରି କରାଯିବ। ତାହାକୁ ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ସୁସଜ୍ଜିତ କରଯାଉଛି ।
ବଡ଼ ଦିନ ପାଇଁ ଶିଳ୍ପନଗରୀ ଚଳ ଚଞ୍ଚଳ ଥିବା ବେଳେ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ବାଇଟ1: କ୍ରିଷ୍ଟୋଫର,ଫାଦର,କ୍ୟାଥୋଲିକ ଚର୍ଚ୍ଚ,ଝାରସୁଗୁଡା ।Body:।।।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.