ETV Bharat / state

ଡବଲ ମର୍ଡର ମାମଲା: ଅନୁପଙ୍କ ନାର୍କୋ ଟେଷ୍ଟ ଓ ବ୍ରେନ ମ୍ୟାପିଂକୁ ମନାକଲେ କୋର୍ଟ

ଛତିଶଗଡ ରାୟଗଡ ପୋଲିସ ପକ୍ଷରୁ ଅନୁପଙ୍କ ନୋର୍କୋ ଟେଷ୍ଟ ଓ ବ୍ରେନ ମ୍ୟାପିଂ ନେଇ କୋର୍ଟରେ ଆବେଦନ ହୋଇଥିଲା । ଯାହାକୁ ଗୁରୁବାର କୋର୍ଟ ଖାରଜ କରିଦେଇଛନ୍ତି । ଅଧିକ ପଢନ୍ତୁ...

anup sais narco test
ଅନୁପ ସାଏଙ୍କ ନାର୍କୋ ଟେଷ୍ଟକୁ କୋର୍ଟଙ୍କ ନା
author img

By

Published : Feb 27, 2020, 9:10 PM IST

ଝାରସୁଗୁଡା: ଡବଲ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କ ନାର୍କୋ ଟେଷ୍ଟ ଓ ବ୍ରେନ ମ୍ୟାପିଂକୁ ମନା କଲେ ରାୟଗଡ ଏସଡିଜେଏମ କୋର୍ଟ । ଛତିଶଗଡ଼ ରାୟଗଡ ପୋଲିସ ଅନୁପଙ୍କ ନୋର୍କୋ ଟେଷ୍ଟ ଓ ବ୍ରେନ ମ୍ୟାପିଂ ନେଇ କୋର୍ଟରେ ଆବେଦନ କରିଥିଲା । ଯାହାକୁ ଗୁରୁବାର କୋର୍ଟ ଖାରଜ କରିଦେଇଛନ୍ତି ।

ମା’ ଝିଅ ଡବଲ ମର୍ଡର ମାମଲାରେ ଛତିଶଗଡ ପୋଲିସର ଆବେଦନକୁ ଖାରଜ କଲେ କୋର୍ଟ । ଛତିଶଗଡ଼ ରାୟଗଡ ପୋଲିସ ଡବଲ ମର୍ଡର ମାମଲାରେ ଅନୁପ ସାଏ ସହଯୋଗ କରୁ ନଥିବାୁ ଦର୍ଶାଇ ଅଧିକ ତଥ୍ୟ ସଂଗ୍ରହ କରିବାକୁ ନାର୍କୋ ଟେଷ୍ଟ ଓ ବ୍ରେନ ମ୍ୟାପିଂ ପାଇଁ ଅଦାଲତରେ ଆବେଦନ କରିଥିଲା ।

ତେବେ ଅନୁପଙ୍କ ନାର୍କୋ ଟେଷ୍ଟ ଓ ବ୍ରେନ ମ୍ୟାପିଂ ପାଇଁ ଆଦେଶ ଦେଇ ନାହାନ୍ତି କୋର୍ଟ । ସ୍ବାସ୍ଥ୍ୟଗତ ସମସ୍ୟା ଓ ବ୍ୟକ୍ତିଗତ କାରଣ ଦର୍ଶାଇ ଅନୁପ ରାଜି ହୋଇ ନଥିରୁ ଅଦାଲତ ପୋଲିସର ଆବେଦନକୁ ଖାରଜ କରିଦେଇଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.