ETV Bharat / state

Brajaragnar by poll: ଫଳାଫଳ ପୂର୍ବରୁ ବିଜୟ ନେଇ ଦୃଢୋକ୍ତି ବାଢିଲେ ବିଜେଡି-ବିଜେପି - ବ୍ରଜରାଜନାଗର ଉପନିର୍ବାଚନ ଖବର

ସରିଛି ବ୍ରଜରାଜନଗର ଉପନିର୍ବାଚନ ପ୍ରକ୍ରିୟା । ଆସନ୍ତାକାଲି ଭୋଟ ଗଣତିକୁ ଅପେକ୍ଷା । ବିଜୟ ନେଇ ଦୃଢୋକ୍ତି ବାଢିଲେ ବିଜେଡି-ବିଜେପି । ଅଧିକ ପଢନ୍ତୁ

Brajaragnar by poll: ଫଳାଫଳ ପୂର୍ବରୁ ବିଜୟ ନେଇ ଦୃଢୋକ୍ତି ବାଢିଲେ ବିଜେଡି-ବିଜେପି

author img

By

Published : Jun 2, 2022, 10:19 PM IST

ଝାରସୁଗୁଡା: ସରିଛି ବ୍ରଜରାଜନଗର ଉପନିର୍ବାଚନ ପ୍ରକ୍ରିୟା । ଆସନ୍ତାକାଲି(ଶୁକ୍ରବାର) ହେବାକୁ ଥିବା ଭୋଟ ଗଣତି ଉପରେ ସମସ୍ତଙ୍କ ନଜର । ତେବେ ଫଳାଫଳ ଆସିବା ପୂର୍ବରୁ ବିଜେପି ଏବଂ ବିଜେଡି ପକ୍ଷରୁ ବିଜୟକୁ ନେଇ ବୟାନ ବାଜି ଆରମ୍ଭ ହୋଇଯାଇଛି ।

Brajaragnar by poll: ଫଳାଫଳ ପୂର୍ବରୁ ବିଜୟ ନେଇ ଦୃଢୋକ୍ତି ବାଢିଲେ ବିଜେଡି-ବିଜେପି

ବିଜେପିକୁ ଜନସାଧାରଣ ନିଶ୍ଚୟ ଆଶୀର୍ବାଦ କରିବେ ଏବଂ ବିଜେପି ବାଜି ମାରିବ ବୋଲି ଦୃଢ଼ତାର ସହ କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଟଙ୍କଧର ତ୍ରିପାଠୀ । ଏହାର ଜବାବରେ ସ୍ବାସ୍ଥ୍ୟମନ୍ତ୍ରୀ ଦୃଢ଼ତାର ସହ ୨୦ ହଜାରରୁ ଊର୍ଦ୍ଧ୍ବ ଭୋଟରେ ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.