ETV Bharat / state

ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟଣା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି ଯୁବମୋର୍ଚ୍ଚା

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କ୍ଷେତ୍ରମଣି କୁସୁମଙ୍କର ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟଣାକୁ ବିଜେପି ଯୁବ ମୋର୍ଚ୍ଚା ବିରୋଧ କରିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Sep 13, 2019, 11:52 PM IST

ଝାରସୁଗୁଡା: ଗତ ୧୧ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କ୍ଷେତ୍ରମଣି କୁସୁମଙ୍କର ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟଣାକୁ ବିଜେପି ଯୁବ ମୋର୍ଚ୍ଚା ବିରୋଧ କରିଛି । ମୋର୍ଚ୍ଚା ଏହି ଘଟଣାକୁ ବିରୋଧ କରି ଝାରସୁଗୁଡା ଷ୍ଟେସନ ଛକ ଠାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଇସ୍ତଫା ଦାବି କରାଯିବା ସହ କୁଶପୁତ୍ତଳିକା ଦାହ କରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ସୂଚନାଯୋଗ୍ୟ, ଗତ ୧୧ ତାରିଖରେ ଲଇକେରା ବ୍ଲକ ଖୁଣ୍ଟମାଲ ପଂଚାୟତ ଜାଳିମାଲ ଗାଁର କ୍ଷେତ୍ରମଣି କୁସୁମ ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ ପରେ ତାଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଚିକିତ୍ସା ଅବହେଳାରୁ କ୍ଷେତ୍ରମଣିଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରାଯାଇଥିଲା । ଏହା ସହିତ ମୃତଦେହକୁ ସାଲାଇନ ଦେବା ଭିଡିଓ ଭାଇରାଲ ହୋଇଥିଲା। ଆଗାମୀ ଦିନରେ ଯଦି ଜିଲ୍ଲାରେ ସ୍ଵାସ୍ଥ୍ୟ ଅବସ୍ଥା ସୁଦୃଢ଼ ନହେବ ଓ ଡାକ୍ତର ଅଭାବ ଲାଗି ରହିବ ତାହାହେଲେ ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଗତ ୧୧ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କ୍ଷେତ୍ରମଣି କୁସୁମ ଙ୍କର ଚିକିତ୍ସା ଅବହେଳା ରୁ ମୃତ୍ୟୁ ଘଟଣା ଏବଂ ମୃତ୍ୟୁ ହେବାପରେ ନର୍ସ ମାନେ କ୍ଷେତ୍ରମଣି ଙ୍କୁ ସଲାଇନ ଦେବା ଘଟଣା ର ବିରୋଧ କରି ଆଜି ବିଜେପି ଯୁବ ମୋର୍ଚ୍ଚା ତରଫରୁ ଝାରସୁଗୁଡା ଷ୍ଟେସନ ଛକ ଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଙ୍କର ବିରୁଦ୍ଧରେ ନାରାବାଜି ସହିତ ନବ କିଶୋର ଦାସ ଙ୍କର କୁଶପୁତ୍ତଳିକା ଦାହ କରାଯାଇଛି ଏବଂ ଏହି ଲଜ୍ଜାକ୍କର ଘଟଣା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ତ୍ରୀ ଙ୍କର ଇସ୍ତଫା ଦାବି କରିଛନ୍ତି ବିଜେପି ଯୁବ ମୋର୍ଚ୍ଚା ର ଆନ୍ଦୋଳନକାରୀ।

ଗତ ୧୧ ତାରିଖରେ ଲଇକେରା ବ୍ଲକ ଖୁଣ୍ଟମାଲ ପଂଚାୟତ ଜାଳିମାଲ ଗାଁ ର କ୍ଷେତ୍ରମଣି କୁସୁମ ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ ପରେ ତାଙ୍କୁ ଜିଲ୍ଲା ଚିକିତ୍ସାଳୟ କୁ ଅଣାଯାଇଥିଲା ଏବଂ ଚିକିତ୍ସା ଅବହେଳା ରେ କ୍ଷେତ୍ରମଣି ଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିବା ସହିତ ମୃତ ଶବ କୁ ଶାଳାଇନ ଦେବା ଭିଡିଓ ଭାଇରଲ ହୋଇଥିଲା। ଆଗାମୀ ଦିନରେ ଯଦି ଜିଲ୍ଲାରେ ସ୍ଵାସ୍ଥ୍ୟ ଅବସ୍ଥା ସୁଦୃଢ଼ ନହେବ ଏବଂ ଡାକ୍ତର ଅଭାବ ଲାଗି ରହିବ ତାହାହେଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି।

Byte:- ବିଶ୍ୱଜିତ ଷଡଙ୍ଗୀ , ସମ୍ପାଦକ , ବିଜେପି ଯୁବ ମୋର୍ଚ୍ଚାBody:।।।।।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.