ETV Bharat / state

ଝାରସୁଗୁଡ଼ା ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ସାମିଲ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ - ଝାରସୁଗୁଡା ବାଧାୟକ

ଝାରସୁଗୁଡାରେ ବିଜୁଜନତା ଦଳର ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ପଦଯାତ୍ରାରେ ଝାରସୁଗୁଡା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଯୋଗ ଦେଇଛନ୍ତି ।

ଫଟୋ ସୌଜନ୍ୟ : ପ୍ରତିନିଧି, ଝାରସୁଗୁଡା
author img

By

Published : Oct 2, 2019, 11:04 PM IST

ଝାରସୁଗୁଡା : ଗାନ୍ଧୀ ଜୟନ୍ତୀ ଅବସରରେ ସାରା ରାଜ୍ୟରେ ବିଜୁ ଜନତା ଦଳର ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ କରିଛି । ସେହିଭଳି ଝାରସୁଗୁଡ଼ା ଜିଲ୍ଲା ବିଜେଡି ପକ୍ଷରୁ ପଦଯାତ୍ରା ଆରମ୍ଭ ହୋଇଯାଇଛି।

ଭିଡିଓ ସୌଜନ୍ୟ : ପ୍ରତିନିଧି,ଝାରସୁଗୁଡା

ମନମୋହନ ସ୍କୁଲ ପଡିଆରୁ ବିଜୁ ଜନତା ଦଳର ଦଳୀୟ କର୍ମୀ ଓ ନେତା ମାନେ ଦଳର ପଦଯାତ୍ରା ଆରମ୍ଭ କରିଛନ୍ତି । ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଓ ଜିଲ୍ଲା ବିଜେଡିର ଶହଶହ କର୍ମକର୍ତା ସମେତ ଦଳୀୟ କର୍ମୀ ଏହି ପଦଯାତ୍ରା ରେ ସାମିଲ ହୋଇଛନ୍ତି। ସହର ମଧ୍ୟ ଦେଇ ଏହି ପଦଯାତ୍ରା ବସଷ୍ଟାଣ୍ଡ ଠାରେ ଥିବା ଗାନ୍ଧୀମୂର୍ତ୍ତି ଠାରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ସମସ୍ତ ଗ୍ରାମକୁ ଯାଇ ଲୋକଙ୍କ ସୁବିଧା ଅସୁବିଧା ବୁଝିବା ସହ ଜନଜାଗରଣ କରାଯିବ । ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା କିଭଳି ଲୋକଙ୍କ ପାଖରେ ପହଞ୍ଚିବ ତାହାର ବ୍ୟବସ୍ଥା କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

Intro:ଝାରସୁଗୁଡ଼ା ଜିଲ୍ଲା ବିଜେଡି ପକ୍ଷରୁ ପଦଯାତ୍ରା ଆରମ୍ଭ ହୋଇଯାଇଛି।ଆଜି ସକାଳୁ ମନମୋହନ ସ୍କୁଲ ପଡିଆ ରୁ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଝାରସୁଗୁଡ଼ା ବିଧାୟକ ତଥା ସ୍ୱାସ୍ଥମନ୍ତ୍ରୀ ନବ କିଶୋର ଦାସ ଓ ଜିଲ୍ଲା ବିଜେଡି ର ଶହଶହ କର୍ମକର୍ତା ସମେତ ଦଳୀୟ କର୍ମୀ ଏହି ପଦଯାତ୍ରା ରେ ସାମିଲ ହୋଇଥିଲେ।ସହର ମଧ୍ୟ ରେ ଏହି ପଦଯାତ୍ରା ଯାଇ ବସ ଷ୍ଟାଣ୍ଡ ଠାରେ ଥିବା ଗାନ୍ଧୀ ମୂର୍ତି ଠାରେ ପୁଷ୍ପମାଲ ଅର୍ପଣ କରିଥିଲେ। ସମସ୍ତ ଗ୍ରାମ କୁ ଯାଇ ଲୋକଙ୍କ ଅସୁବିଧା ବୁଝିବା ସହ ଜନ ଜାଗରଣ କରାଇ ସରକାର ଙ୍କ ବିଭିନ୍ନ ଯୋଜନା କିଭଳି ଲୋକଙ୍କ ପାଖରେ ରେ ପହଞ୍ଚିବ ସବୁ ବ୍ୟବସ୍ଥା କରିବୁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
Byte :- ନବ କିଶୋର ଦାସ, ଝାରସୁଗୁଡା ବିଧାୟକ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ।Body:।।।।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.