ETV Bharat / state

ଏକ୍ସିସ ବ୍ୟାଙ୍କ ଡକାୟତି ଘଟଣା: ଜଣେ ଗିରଫ, 5 ଫେରାର - ବ୍ୟାଙ୍କ ଡକାୟତି ଘଟଣାରେ ଜଣେ ଗିରଫ

ଗୁମାଡେରା ଏକ୍ସିସ ବ୍ୟାଙ୍କ ଡକାୟତି ଘଟଣାରେ ଝାରସୁଗୁଡ଼ା ପୋଲିସର ସଫଳତା । ବ୍ୟାଙ୍କ ଡକାୟତିରେ ସମ୍ପୃକ୍ତ ଥିବା ଛଅ ଜଣଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Sep 14, 2019, 3:05 PM IST

ଝାରସୁଗୁଡା: ଗୁମାଡେରା ଏକ୍ସିସ ବ୍ୟାଙ୍କ ଡକାୟତି ଘଟଣାରେ ପୋଲିସର ସଫଳତା । ଡକାୟତିରେ ସମ୍ପୃକ୍ତ ଥିବା 6ଜଣ ଡକାୟତଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିଛି ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଝାରସୁଗୁଡା ଏସପି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଅଭିଯୁକ୍ତକୁ ବିହାର ମୁଜାଫରପୁରରୁ ଗିରଫ କରାଯାଇଛି । ତା ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଛି । ତେବେ ବ୍ୟାଙ୍କ ଡକାୟତି ଘଟଣାରେ ଅନ୍ୟ 5 ଜଣ ଫେରାର ଅଛନ୍ତି । ସେମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଥିବା ଏସପି କହିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଝାରସୁଗୁଡ଼ା ଜିଲ୍ଲାର ବେଳପହାଡ଼ ଥାନା ଅନ୍ତର୍ଗତ ଗୁମାଡେରା ଏକ୍ସିସ ବ୍ୟାଙ୍କ ଡକାୟତି ଘଟଣା ରେ ଝାରସୁଗୁଡ଼ା ପୋଲିସ କୁ ମିଳିଛି ବଡ଼ ସଫଳତା । ବ୍ୟାଙ୍କ ଡକାୟତି ରେ ସମ୍ପୃକ୍ତ ଥିବା ଛଅ ଜଣଙ୍କ ମଧ୍ୟରୁ ଜଣଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି । ଅନ୍ୟ ପାଞ୍ଚ ଜଣ ଫେରାର ଥିବାବେଳେ ସେମାନଙ୍କ ପରିଚୟ ମିଳିଥିବା ସହ ଆଗାମୀ ଦିନରେ ସେମାନଙ୍କୁ ଗିରଫ କରାଯିବ ବୋଲି ଆଜି ଝାରସୁଗୁଡ଼ା ଏସପି ଅଶ୍ୱିନୀ କୁମାର ମହାନ୍ତି ସାମ୍ବାଦିକ ସମିଳନୀ ରେ ସୂଚନା ଦେଇଛନ୍ତି ।

ଗିରଫ ହୋଇଥିବା ବ୍ୟକ୍ତି କୁ ବିହାର ମୁଜାଫରପୁର ଠାରୁ ଗିରଫ କରି ଅଣାଯାଇଛି । ଉକ୍ତ ବ୍ୟକ୍ତି ଠାରୁ ଗୋଟିଏ ଦେଶୀ ମଉଜର ମଧ୍ୟ ଜବତ ହୋଇଛି ।

Body:।।।।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.