ETV Bharat / state

ମୃତଦେହକୁ ସାଲାଇନ ଦେବା ଘଟଣା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ଅରୁଣ ସିଂ - ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ଅରୁଣ ସିଂ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହକୁ ସାଲାଇନ ଦେବା ଘଟଣାରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଇସ୍ତଫା ଦାବି କରିଛନ୍ତି  ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Sep 15, 2019, 10:32 PM IST

Updated : Sep 15, 2019, 10:52 PM IST

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହକୁ ସାଲାଇନ ଦେବା ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଇସ୍ତଫା ଦାବି କରିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ । ଆଜି ଝାରସୁଗୁଡାରେ ଅନୁଷ୍ଠିତ ସାମ୍ବାଦିକ ସମ୍ବିଳନୀରେ ଅରୁଣ ସିଂ ଏହି ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଏପରି ଘଟଣା ଦୁର୍ଭାଗ୍ୟଜନକ ବୋଲି ଅରୁଣ ସିଂ କହିଛନ୍ତି ।ଏହାସହ ସ୍ବାସ୍ଥ୍ୟମନ୍ତ୍ରୀ ଓ ତାଙ୍କ ସମ୍ପର୍କୀୟ ପାଉଁଶ ବ୍ୟବସାୟରେ ସାମିଲ ରହି ପରିବେଶକୁ ପ୍ରଦୂଷିତ କରୁଥିବା ସେ ଅଭିଯୋଗ କରିଛନ୍ତି । ଏଥିରୁ କ୍ଷାନ୍ତ ରହି ପରିବେଶ ସୁରକ୍ଷାକୁ ସ୍ବାସ୍ଥ୍ୟମନ୍ତ୍ରୀ ଗୁରୁତ୍ବ ଦିଅନ୍ତୁ ବୋଲି ବିଜେପି ରାଜ୍ୟ ପ୍ରଭାରୀ କହିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ କୁ ସଲାଇନ ଦେବା ଘଟଣା, ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ନବ କିଶୋର ଦାସଙ୍କ ଇସ୍ତଫା ଦାବି କଲେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ।ଖୋଦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାରେ ଏପରି ଅଭାବନୀୟ ଘଟଣା ଦୁର୍ଭାଗ୍ୟଜନକ ବୋଲି କହିଲେ । ଆଜି ଝାରସୁଗୁଡା ରେ ଏକ ସାମ୍ବାଦିକ ସମ୍ବିଳନୀ କରି ନବ ଦାସଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ।ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ତାଙ୍କ ସମ୍ପର୍କୀୟ ପାଉଁଶ ବ୍ୟବସାୟରେ ସାମିଲ ଥାଇ ଅଞ୍ଚଳର ପରିବେଶ କୁ ପ୍ରଦୂଷିତ କରୁଥିବା ବେଳେ ଏଥିରୁ ନିବୃତ୍ତ ରହି ପରିବେଶ କୁ ସୁରକ୍ଷା କରନ୍ତୁ ବୋଲି କହିଛନ୍ତି ।Body:।।।।।Conclusion:
Last Updated : Sep 15, 2019, 10:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.