ETV Bharat / state

ଆସନ୍ତା 15 ଦିନ ଯାଏଁ ଝାରସୁଗୁଡାରେ ଖୋଲିବନି ଜଳଖିଆ ଦୋକାନ - ଝାରସୁଗୁଡାରେ ଜଳଖିଆ ଦୋକାନ ବନ୍ଦ

ଜିଲ୍ଲାରେ ବଢିବାରେ ଲାଗିଛି କୋରୋନା ପ୍ରକୋପ । ଏମିତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହା ଆଧାରରେ ଆଗାମୀ 15 ଦିନ ପର୍ଯ୍ୟନ୍ତ ରାସ୍ତା କଡରେ କୌଣସି ଜଳଖିଆ ଦୋକାନ ନଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

jharsuguda latest news, corona update in jharsuguda, vending of fast food to shut in jharsuguda, jharsuguda district adminisration, ଝାରସୁଗୁଡା ଲାଟେଷ୍ଟ ନ୍ୟୁଜ୍‌, ଝାରସୁଗୁଡାରେ କୋରୋନା ଅପଡେଟ, ଝାରସୁଗୁଡାରେ ଜଳଖିଆ ଦୋକାନ ବନ୍ଦ, ଝାରସୁଗୁଡା ଜିଲ୍ଲା ପ୍ରଶାସନ
ଝାରସୁଗୁଡାରେ ଆଗାମୀ 15 ଦିନ ଯାଏଁ ଖୋଲିବନି ରାସ୍ତାକଡ ଜଳଖିଆ ଦୋକାନ
author img

By

Published : Sep 25, 2020, 9:11 AM IST

ଝାରସୁଗୁଡ଼ା: ଜିଲ୍ଲାରେ ବଢିବାରେ ଲାଗିଛି କୋରୋନା ପ୍ରକୋପ । ଏମିତିରେ ଜିଲ୍ଲାର ଅଧିକାଂଶ ଅଞ୍ଚଳକୁ ବର୍ତ୍ତମାନ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ ସ୍ଥାନୀୟ ଉଠା ଦୋକାନୀ ଅନେକ ହଇରାଣ ହେଉଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହା ଆଧାରରେ ଆଗାମୀ 15 ଦିନ ପର୍ଯ୍ୟନ୍ତ ରାସ୍ତା କଡରେ କୌଣସି ଜଳଖିଆ ଦୋକାନ ନଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

jharsuguda latest news, corona update in jharsuguda, vending of fast food to shut in jharsuguda, jharsuguda district adminisration, ଝାରସୁଗୁଡା ଲାଟେଷ୍ଟ ନ୍ୟୁଜ୍‌, ଝାରସୁଗୁଡାରେ କୋରୋନା ଅପଡେଟ, ଝାରସୁଗୁଡାରେ ଜଳଖିଆ ଦୋକାନ ବନ୍ଦ, ଝାରସୁଗୁଡା ଜିଲ୍ଲା ପ୍ରଶାସନ
ଝାରସୁଗୁଡାରେ ଆଗାମୀ 15 ଦିନ ଯାଏଁ ଖୋଲିବନି ରାସ୍ତାକଡ ଜଳଖିଆ ଦୋକାନ

ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତି ଯୋଗୁଁ କ୍ଷତି ସହୁଥିବା ଦୋକାନୀମାନଙ୍କୁ ପ୍ରଶାସନ ପକ୍ଷରୁ 2500 ଟଙ୍କା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଝାରସୁଗୁଡା ଜିଲ୍ଲାପାଳ ଟ୍ବିଟ ଯୋଗେ ଏନେଇ ସୂଚନା ଦେଇଛନ୍ତି । ସେପଟେ ଯଦି କେହି ଏହି ଆଇନରେ ଖିଲାପ କରନ୍ତି ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ଟ୍ବିଟରେ ସ୍ପଷ୍ଟ କରିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.