ETV Bharat / state

ଖୁବଶୀଘ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ମିଳିବ ବିମାନସେବା - alliance air

ଖୁବଶୀଘ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ବିମାନ ସେବା ଉପଲବ୍ଧ ହେବ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ ସଚିବ ।

ଫାଇଲ ଫଟୋ
author img

By

Published : Jun 5, 2019, 3:33 PM IST

Updated : Jun 5, 2019, 4:38 PM IST

ଝାରସଗୁଗୁଡା: ପୁଣିଥରେ ଝାରସୁଗୁଡ଼ା ବିମାନବନ୍ଦରରୁ ଭୁବନେଶ୍ବର ଏବଂ ରାୟପୁର ପାଇଁ ଉଡାଣ ଯୋଜନାରେ ଆରମ୍ଭ ହୋଇଛି ବିମାନସେବା । ଏଠାକାର ବୀର ସୁରେନ୍ଦ୍ରସାଏ ବିମାନବନ୍ଦରରୁ ଉଡାଣ ଯୋଜନାରେ ବିମାନ ସେବା ଆରମ୍ଭ କରିଛି ଆଲାଏନ୍ସ ଏୟାର । ଭୁବନେଶ୍ବର ବିମାନବନ୍ଦର ବିମାନ ଆସି ଝାରସୁଗୁଡ଼ା ପହଁଞ୍ଚିବା ପରେ ଏକ ଉଦଘାଟନି ସମାରୋହ ଅନୁଷ୍ଠିତ ହୋଇଥିଲା ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଝାରସୁଗୁଡା

ଏଥିରେ ଝାରସୁଗୁଡା ବିଧାୟକ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ବରଗଡ଼ ଲୋକସଭା ସାଂସଦ ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ସମେତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ନିର୍ଦେଶକ ଏସକେ ଚୌହାନ ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ ସଚିବ ଉଷା ପାଢ଼ୀ ଯୋଗ ଦେଇଥିଲେ। ଖୁବଶିଘ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ବିମାନ ସେବା ଉପଲବ୍ଧ ହେବ ବୋଲି ଜଣାଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ ସଚିବ । ଏନେଇ ଯୋଜନା ଚାଲିଛି, ଯଥାସମ୍ଭବ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସେ ଜଣାଇଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଆଜିଠାରୁ ପୁଣି ଝାରସୁଗୁଡ଼ା ରୁ ଭୁବନେଶ୍ୱର ,ରାୟପୁର , ପାଇଁ ଉଡାଣ ଯୋଜନାରେ ଆରମ୍ଭ ହୋଇଛି । ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ଝାରସୁଗୁଡ଼ା ବିମାନ ବନ୍ଦରରେ ଆଜି ଉଡାଣ ଯୋଜନାରେ ସେବା ଆରମ୍ଭ କରିଥିବା alliance air ବିମାନ ଭୁବନେଶ୍ୱର ବିମାନ ବନ୍ଦର ରୁ ଝାରସୁଗୁଡ଼ା ପହଁଚିବା ପରେ ଆଜି ଝାରସୁଗୁଡ଼ା ବିମାନ ବନ୍ଦରରେ ଉଦଘାଟନି ସମାରୋହ ଅନୁଷ୍ଠିତ ହୋଇଥିଲା ଏଥିରେ ଝାରସୁଗୁଡା ବିଧାୟକ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ , ବରଗଡ଼ ଲୋକସଭା ସାଂସଦ ସୁରେଶ ପୂଜାରୀ ,ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ସମେତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ନିର୍ଦେଶକ ଏସ କେ ଚୌହାନ ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ ସଚିବ ଉଷା ପାଢ଼ୀ ଯୋଗ ଦେଇଥିଲେ ।

ବିମାନ ବନ୍ଦରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ ସଚିବ ଉଷା ପାଢ଼ୀ ଓଡ଼ିଶାର ବିଭିନ୍ନ ସ୍ଥାନରେ ତଥା ରାଉଲକେଲା , ଯାଜପୁର ଓ ଉତକେଲା ବିମାନ ବନ୍ଦରରେ ଉଡାଣ ଯୋଜନାରେ କାହିଁକି ବିମାନ ସେବା ବନ୍ଦ ହୋଇଯାଇଛି ତାହା ସେ ସୂଚନା ଜଣାଇଛନ୍ତି ।

Byte:- ଓଷା ପାଢ଼ୀ , କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ ସଚିବ ।

Body:।

Conclusion:
Last Updated : Jun 5, 2019, 4:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.