ETV Bharat / state

Brajrajnagar Vote Counting: ଗଣତି ପୂର୍ବରୁ ପୋଲିସକୁ ଟ୍ରେନିଂ

author img

By

Published : Jun 3, 2022, 6:40 AM IST

ଆଜି(ଶୁକ୍ରବାର) ସକାଳ ୮ଟାରୁ ବ୍ରଜରାଜନଗର ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହେବ । ଭୋଟ ଗଣତି ବେଳେ ଶାନ୍ତି ବଜାୟ ରଖିବା ନେଇ ଗୁରୁବାର ପୋଲିସ ପ୍ରଶାସନ ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି ।

Brajrajnagar Vote Counting : ଭୋଟ ଗଣତି କାର୍ଯ୍ୟ ଶୈଳୀକୁ ନେଇ ପୋଲିସକୁ ଟ୍ରେନିଂ

ଝାରସୁଗୁଡ଼ା: ଆଜି(ଶୁକ୍ରବାର) ସକାଳ ୮ଟାରୁ ବ୍ରଜରାଜନଗର ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହେବ । ଭୋଟ ଗଣତି ବେଳେ ଶାନ୍ତି ବଜାୟ ରଖିବା ନେଇ ଗୁରୁବାର ପୋଲିସ ପ୍ରଶାସନ ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ଝାରସୁଗୁଡ଼ା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଏହି ପ୍ରଶିକ୍ଷଣ ଶିବିରରେ ପୋଲିସ ଏବଂ ସିଆରପିଏଫ ବାହିନୀକୁ ଆଜିର କାର୍ଯ୍ୟଶୈଳୀ ଉପରେ ପ୍ରଶିକ୍ଷଣ ଦେଇଥିଲେ ।

କେଉଁ ବ୍ୟକ୍ତି ବିଶେଷମାନେ କେଉଁ ସ୍ଥାନରେ ରହିବେ ଏବଂ ସେମାନଙ୍କ ପ୍ରବେଶ କରିବା ପାଇଁ କଣ ସବୁ ପ୍ରକ୍ରିୟା ରହିଛି ସେନେଇ ତଦାରଖ କରାଯିବ । ଭୋଟ ଗଣନା କାର୍ଯ୍ୟରେ ନିୟୋଜିତ ଅଧିକାରୀମାନଙ୍କ ପାଇଁ ପ୍ରବେଶପତ୍ର ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ମଧ୍ୟ ପ୍ରବେଶ ବ୍ୟବସ୍ଥା ସହ ଅନ୍ୟ ଦଳୀୟ କର୍ମୀଙ୍କ ପାଇଁ ରହିଥିବା ବ୍ୟବସ୍ଥା ଉପରେ ଟ୍ରେନିଂ ଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.