ETV Bharat / state

ULB Polls: ନବ ଦାସ କହିଲେ ଝାରସୁଗୁଡାରେ ହେବ BJDର ବିପୁଳ ବିଜୟ - ବିଜୁ ଜନତା ଦଳ ବିପୁଳ ବିଜୟ

ପୌର ନିର୍ବାଚନର ଶେଷ ପର୍ଯ୍ୟାୟ ପ୍ରଚାର ବେଳେ ଝାରସୁଗୁଡାରେ ବିରୋଧୀଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କଟାକ୍ଷ, କହିଲେ ବିର୍ହିର୍ ମାଡେ, କୁଲୁତ୍ ଚେପପ୍ଟା । ଅଧିକ ପଢନ୍ତୁ

A landslide victory will be for BJD in Jharsuguda says Health Minister Naba Kishore Das
Odisha ULB Polls: ନବ ଦାସ କହିଲେ ଝାରସୁଗୁଡାରେ ହେବ BJDର ବିପୁଳ ବିଜୟ
author img

By

Published : Mar 21, 2022, 10:57 PM IST

ଝାରସୁଗୁଡ଼ା: ପୌର ଫାଇଟରେ ବିରୋଧୀଙ୍କ ପାଇଁ ଆଞ୍ଚଳିକ ଡାଏଲଗ୍ ମାରିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ 'ବିର୍ହିର୍ ମାଡେ, କୁଲୁତ୍ ଚେପପ୍ଟା' । ବିରୋଧୀ ଦଳ ପାଇଁ ମାଷ୍ଟରଷ୍ଟ୍ରୋକ ଖେଳିଲେ ମନ୍ତ୍ରୀ । ପ୍ରଚାରକୁ ଆଉ କେବଳ ଗୋଟିଏ ଦିନ ବାକିଥିବାବେଳେ ଝାରସୁଗୁଡ଼ାରେ ବିଜେଡିର ମାଷ୍ଟର ଷ୍ଟ୍ରୋକ ।

ନବ ଦାସ କହିଲେ ଝାରସୁଗୁଡାରେ ହେବ BJDର ବିପୁଳ ବିଜୟ

୨୪ ଜଣ କାଉନସିଲର ଏବଂ ପୌରାଧ୍ୟକ୍ଷ ପ୍ରାର୍ଥିନୀଙ୍କ ସମେତ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏକ ବିରାଟ ରାଲି କରି ବିରୋଧୀ ଦଳକୁ ଏକ ପ୍ରକାର ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରିଛନ୍ତି । ସହରର ବଷ୍ଟାଣ୍ଡ ଛକ ଠାରୁ ଝଣ୍ଡାଛକ ପର୍ଯ୍ୟନ୍ତ ୫ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ନେଇ ବିରାଟ ରାଲି ବାହାରି ଥିଲା । ଝାରସୁଗୁଡ଼ା ପୌରପରିଷଦର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଜେଡି ଦଳକୁ ୨୪ଟି ୱାର୍ଡର କାଉନସିଲର ଏବଂ ଝାରସୁଗୁଡ଼ା ପୌରପରିଷଦର ପୌରାଧ୍ୟକ୍ଷ ପ୍ରାର୍ଥିନୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ ସ୍ବାସ୍ଥ୍ୟମନ୍ତୀ ନବ କିଶୋର ଦାସ ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.