ETV Bharat / state

ଘରୁ ଦୁଇ ଶିଶୁ କନ୍ୟାଙ୍କ ସହ ପଳାଇ ଆସିଥିବା ମହିଳା ଉଦ୍ଧାର - ଯାଜପୁରରେ ମହିଳା ଉଦ୍ଧାର

ଘରୁ ନିଜ ଦୁଇ ଶିଶୁ କନ୍ୟାଙ୍କ ସହ ପଳାଇ ଆସିଥିବା ମହିଳାଙ୍କୁ ଉଦ୍ଧାର କଲା ଯାଜପୁର ଶିଶୁ ମଙ୍ଗଳ ସମିତି ଓ ଶିଶୁ ସୁରକ୍ଷା ୟୁନିଟ । ମହିଳାଙ୍କ ମାନସିକ ଅବସ୍ଥା ଠିକ୍ ନଥିବାରୁ ସେ ଘରେ କାହାକୁ କିଛି ନଜଣାଇ ନିଜର ଦୁଇ ଝିଅକୁ ନେଇ ଘରୁ ପଳାଇ ଯାଇଥିଲେ । ଅଧିକ ପଢନ୍ତୁ...

ଘରୁ ଦୁଇ ଶିଶୁ କନ୍ୟାଙ୍କ ସହ ପଳାଇ ଆସିଥିବା ମହିଳା ଉଦ୍ଧାର

author img

By

Published : Apr 1, 2021, 4:09 PM IST

ଯାଜପୁର: ଘରୁ ନିଜ ଦୁଇ ଶିଶୁ କନ୍ୟାଙ୍କ ସହ ପଳାଇ ଆସିଥିବା ମହିଳାଙ୍କୁ ଉଦ୍ଧାର କଲା ଯାଜପୁର ଶିଶୁ ମଙ୍ଗଳ ସମିତି ଓ ଶିଶୁ ସୁରକ୍ଷା ୟୁନିଟ । ଗତ କିଛିଦିନ ହେଲା ଏହି ମହିଳା ଜଣକ ଗରିଆପୁର ଅଞ୍ଚଳର ରାସ୍ତା କଡରେ ବୁଲାବୁଲି କରୁଥିଲେ । ରାତିରେ ଏଣେତେଣେ ରହୁଥିଲେ ।

ଘରୁ ଦୁଇ ଶିଶୁ କନ୍ୟାଙ୍କ ସହ ପଳାଇ ଆସିଥିବା ମହିଳା ଉଦ୍ଧାର

ଖବର ପାଇ ଶିଶୁ ମଙ୍ଗଳ ସମିତି ଓ ଶିଶୁ ସୁରକ୍ଷା ୟୁନିଟ ସେମାନଙ୍କୁ ଉଦ୍ଧାର କରି ପଚରାଉଚରା କରିଥିଲା । ମହିଳାଙ୍କ ଘର ମହେଶ୍ବରପୁର ପଞ୍ଚାୟତର କବିରପୁର ବୋଲି ଜଣାପଡିବା ପରେ ତାଙ୍କ ପରିବାରକୁ ଖବର ଦିଆଯାଇଥିଲା । ପରିବାର ଲୋକେ ପହଞ୍ଚିବା ପରେ ମହିଳାଙ୍କ ମାନସିକ ଅବସ୍ଥା ଠିକ୍ ନଥିବା ଜଣାପଡିଥିଲା । ପରେ ମହିଳା ଓ ଶିଶୁଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.