ETV Bharat / state

ସ୍ମିତାଙ୍କ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ, ହତ୍ୟା ନୁହେଁ ଆତ୍ମହତ୍ୟା - vlw smita murder

ହରିଦାସପୁର ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ବାଳ ଆତ୍ମହତ୍ୟା ଘଟଣାର ରହସ୍ୟ ଖୋଲିଲା । ଏହା ହତ୍ୟା ନୁହେଁ ଆତ୍ମହତ୍ୟା । ସେପଟେ ସ୍ମିତାଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇବା ଅଭିଯୋଗରେ ସରପଞ୍ଚଙ୍କ ସ୍ବାମୀ ରୂପେସ୍ ଭଦ୍ର ଗିରଫ ।

ଭିଏଲଡବ୍ଲ୍ୟୁ ମୃତ୍ୟୁ ରହସ୍ୟ ଫର୍ଦ୍ଦାଫାଶ
author img

By

Published : Oct 19, 2019, 6:07 PM IST

ଯାଜପୁର: ଉଠିଲା ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ବାସଙ୍କ ମୃତ୍ୟୁ ଉପରୁ ପରଦା । ଏହା ହତ୍ୟା ନୁହେଁ ଆତ୍ମହତ୍ୟା । ପ୍ରେମ ପାଇଁ ସେ କରିଛନ୍ତି ଆତ୍ମହତ୍ୟା । ଏନେଇ ସ୍ପଷ୍ଟ କରିଛନ୍ତି ଯାଜପୁର ଏସପି ଚରଣ ସିଂ । ସେପଟେ ଏହି ଘଟଣାରେ ପୋଲିସ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରକୁ ଗିରଫ କରିଛି ।

ଭିଏଲଡବ୍ଲ୍ୟୁ ମୃତ୍ୟୁ ରହସ୍ୟ ଫର୍ଦ୍ଦାଫାଶ

ସ୍ମିତାଙ୍କୁ ହତ୍ୟା କରାଯାଇନାହିଁ ବରଂ ସେ ଆତ୍ମହତ୍ୟା କରିଥିଲେ । ତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବତ୍ତାଇଥିବା ଅଭିଯୋଗରେ ସପରପଞ୍ଚଙ୍କ ସ୍ବାମୀଙ୍କୁ ପୋଲିସ ଗିରଫ କରିଛି । ସେପଟେ ପ୍ରେମ ଜନିତ କାରଣରକୁ ଏଭଳି ଘଟଣା ଘଟିଥିବା ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଏସପି । ଉଭୟଙ୍କ ମଧ୍ୟରେ ଥିଲା ଅନୈତିକ ସମ୍ପର୍କ । ରୂପେଶଙ୍କୁ ଅନ୍ୟ କାହା ସହ ସମ୍ପର୍କ ରଖିବାକୁ ବାରଣ କରୁଥିଲେ ସ୍ମିତା । ଯାହାକୁ ନେଇ ବାରମ୍ବାର ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା । ଘଟଣା ଦିନ ମଧ୍ୟ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ମିତା ଆତ୍ମହତ୍ୟା କରିଥିବା କହିଛନ୍ତି ଏସ୍‌ପି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:ଯାଜପୁର:ହରିଦାସପୁର ପଞ୍ଚାୟତ ସ୍ମିତାରାଣୀ ବିଶ୍ବାଳ ଆତ୍ମହତ୍ୟା ଘଟଣାର ରହସ୍ୟ ଖୋଲିଲା,ଏହା ହତ୍ୟା ନୁହେଁ ଆତ୍ମହତ୍ୟା, ସ୍ମିତାରାଣୀଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତାଇ ଥିଲେ ସରପଞ୍ଚଙ୍କ ସ୍ବାମୀ ରୂପେସ୍ ଭଦ୍ର,ଦୁଇ ଜଣଙ୍କ ମଧ୍ୟରେ ଥିଲା ଅନୈତିକ ସମ୍ପର୍କ, ଆଉ କାହା ସହ ସମ୍ପର୍କ ରଖିବାକୁ ବାରଣ କରିଥିଲେ ସ୍ମିତାରାଣୀ,ସେଦିନ ସମ୍ପର୍କରେ ସ୍ଥାୟିତ୍ବକୁ ନେଇ ଉଭୟଙ୍କ ମଧ୍ୟରେ ହୋଇଥିଲା ବଚସା,ପରିଣତି ସ୍ବରୂପ ସ୍ମିତାରାଣୀ ସେଠାରେ କରିଥିଲେ ଆତ୍ମହତ୍ୟା,ଅଭିଯୁକ୍ତ ସରପଞ୍ଚଙ୍କ ସ୍ବାମୀ ରୂପେସ୍ ଭଦ୍ର ଗିରଫ୍ ହୋଇ କୋର୍ଟ ଚାଲାଣ, ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଯାଜପୁର ଏସପି ଚରଣ ସିଂ ।Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.