ETV Bharat / state

ବେଆଇନ ଭାବେ ସରକାରୀ ଜମିରେ ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

author img

By

Published : Sep 15, 2020, 7:58 PM IST

ଯାଜପୁର ଦଶରଥପୁର ବ୍ଲକ ଦତ୍ତପୁରରେ କେତେକ ମୁଷ୍ଟିମେୟ ବ୍ୟକ୍ତି ସରକାରୀ ଜମିକୁ ଜବରଦଖଲ କରି ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । ବାରମ୍ବାର ସରକାରୀ ଜମିରେ କୋଠା ବାଡି ନିର୍ମାଣ କରୁଥିବା ଜବରଦଖଲକାରୀଙ୍କ ବିରୋଧରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ତଥାପି ଫଳ ଶୂନ ରହିଛି । ଅଧିକ ପଢନ୍ତୁ

ବେଆଇନ ଭାବେ ସରକାରୀ ଜମିରେ ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ
ବେଆଇନ ଭାବେ ସରକାରୀ ଜମିରେ ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

ଯାଜପୁର: ଯୋର ଯା’ର ମୂଲକ ତାର । ଏମିତି କିଛି ଦେଖିବାକୁ ମିଳିଛି ଯାଜପୁର ଦଶରଥପୁର ବ୍ଲକ ଦତ୍ତପୁରରେ । କେତେକ ମୁଷ୍ଟିମେୟ ବ୍ୟକ୍ତି ସରକାରୀ ଜମିକୁ ଜବରଦଖଲ କରି ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । ପୂର୍ବରୁ ଏକାଧିକବାର ଗ୍ରାମବାସୀ ଏନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ।

ସେପଟେ ଜବରଦଖଲକାରୀ ବାରମ୍ବାର ସରକାରୀ ଜମିରେ କୋଠା ବାଡି ନିର୍ମାଣ କରୁଥିବା ଦେଖିବାକୁ ମିଳୁଛି । ତେଣୁ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.