ETV Bharat / state

ବିଦ୍ୟୁତ ସଂଯୋଗୀକରଣରେ ଅନିୟମିତତା ପ୍ରତିବାଦରେ ଧାରଣା - ଯାଜପୁରରେ ଗ୍ରାମବାସୀଙ୍କ ଧାରଣା

ସାଆଁତରାପୁର ମୌଜାରେ ନିର୍ମାଣଧିନ ବିଦ୍ୟୁତ ଷ୍ଟ୍ରକଚର ନାମକରଣ ଏବଂ ବିଦ୍ୟୁତ ସଂଯୋଗୀକରଣରେ ଅନିୟମିତା ପ୍ରତିବାଦରେ ଶତାଧିକ ଲୋକ ଷ୍ଟ୍ରକଚର ଆଗରେ ଗଣଧାରଣାରେ ବସିଥିଲେ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

VILLAGERS PROTEST
ବିଦ୍ୟୁତ୍ ସଂଯୋଗୀକରଣ ଅନିୟମିତତା ପ୍ରତିବାଦରେ ଧାରଣା
author img

By

Published : Dec 27, 2019, 11:20 PM IST

ଯାଜପୁର: ନିର୍ମାଣଧୀନ ବିଦ୍ୟୁତ୍‌ ଷ୍ଟ୍ରକଚର ନାମକରଣ ଏବଂ ବିଦ୍ୟୁତ ସଂଯୋଗୀକରଣରେ ଅନିୟମିତତା ପ୍ରତିବାଦ ଧାରଣାରେ ବସିଛନ୍ତି କୋରେଇ ବ୍ଲକର ତାହାରପୁର ପଞ୍ଚାୟତର ଶତାଧିକ ଲୋକେ । ଅନିୟମିତତା ବିରୋଧରେ ପ୍ରତିବାଦ କରିବା ସହ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା ।

ବିଦ୍ୟୁତ୍ ସଂଯୋଗୀକରଣ ଅନିୟମିତତା ପ୍ରତିବାଦରେ ଧାରଣା

ଷ୍ଟ୍ରକଚରଟି ସାଆଁତରାପୁର ମୌଜାରେ କରାଯାଉଥିବା ବେଳେ କୁଆଁରଦା ନାମକରଣ କାହିଁକି କରାଯାଇଛି ବୋଲି ଅଭିଯୋଗ ହୋଇଥିଲା । ହାତପାହାନ୍ତାରେ ବିଦ୍ୟୁତ ଷ୍ଟ୍ରକଚର କରାଯାଇଥିବା ବେଳେ ସେଥିରୁ କାହିଁକି ସେମାନଙ୍କୁ ବିଦ୍ୟୁତ ସଂଯୋଗ ଦେବା ଦିଗରେ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉନି ବୋଲି ଗାଁଲୋକେ ପ୍ରଶ୍ନ କରିଥିଲେ ।
ଖବରପାଇ କୋରେଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ସ୍ଲଗ-ଗ୍ରାମର ଅଧିବାସୀ ଧାରଣା
ଫର୍ମାଟ-ଏଭିଓ
ରିପୋଟର –Gyanaranjan ojha
ଜିଲ୍ଲା – ଯାଜପୁର
ତାରିଖ – ୨୭.୧୨.୨୦୧୯
ଯାଜପୁର କୋରେଇ ବ୍ଲକର ତାହାରପୁର ପଚାଂୟତ ସାଆଁତରାପୁର ମୈାଜାରେ ନିର୍ମାଣଧିନ ବିଦ୍ୟୁତ ଷ୍ଟ୍ରକଚର ନାମକରଣ ଏବଂ ବିଦ୍ୟୁତ ସଂଯୋଗୀକରଣରେ ଅନିୟମିତା ପ୍ରତିବାଦରେ ଆଜି ଶତାଧିକ ଲୋକ ଷ୍ଟ୍ରକଚର ଆଗରେ ଗଣଧାରଣାରେ ବସିଥିଲେ । କୈଳାସ ବୋଇତାଇ, ପ୍ରଫୁଲ ବୋଇତାଇ଼ଙ୍କ ନେତୃତ୍ୱରେ ସାଆଁତାରପୁର, ବଡ଼ ବେରୁଣପୁର, ସାନ ବେରୁଣପୁର, କାଦୁଅପଡ଼ା ଗ୍ରାମର ଶତାଧିକ ଅଧିବାସୀ ଏହି ପ୍ରତିବାଦରେ ସାମିଲ ହୋଇ ଷ୍ଟ୍ରକଚରଟି ସାଆଁତରାପୁର ମୈାଜାରେ କରାଯାଉଥିବା ବେଳେ କୁଆଁରଦା ନାମକରଣ କାହିଁକି କରାଯାଇଛି ବୋଲି ଅଭିଯୋଗ କରିଥିଲେ । ହାତପାହାନ୍ତରେ ବିଦ୍ୟୁତ ଷ୍ଟ୍ରକଚର କରାଯାଇଥିବା ବେଳେ ସେଥିରୁ କାହିଁକି ସେମାନଙ୍କୁ ବିଦ୍ୟୁତ ସଂଯୋଗ ଦେବା ଦିଗରେ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉନି ବୋଲି କହିବା ସହ ଦୂରରୁ ବିଦ୍ୟୁତ ପାଇ ବର୍ଷଯାକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା କହିଥିଲେ । ଧାରଣାତର ଲୋକେ ବର୍ଷକ ତଳେ ଶିଳାନ୍ୟାସ ସମୟରେ ମରାଯାଇଥିବା ଫଳକକୁ ଭାଙ୍ଗି ଦେଇ ନିଜର ରୋଷ ପ୍ରକାଶ କରିଥିଲେ । ଖବରପାଇ କୋରେଇ ପୁଲିସ ଘଟଣା ସ୍ଥଳରେ ପହଁଚି ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।
Body:newsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.