ETV Bharat / state

ରେଳ ଓଭରବ୍ରିଜ ନିକଟରୁ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର - patulichhaka railway over bridge

ଯାଜପୁର ରୋଡ ଜିଆରପି ପାଟୁଳି ଛକ ରେଲୱେ ଓଭରବ୍ରିଜ ନିକଟରେ ଅଜଣା ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ...

ରେଲୱେ ଓଭବ୍ରିଜ ନିକଟରେ ଯୁବକ ଓ ଯୁବତୀଙ୍କ ମୃତ ଦେହ ଉଦ୍ଧାର

author img

By

Published : Apr 28, 2021, 7:53 PM IST

ଯାଜପୁର: ଯାଜପୁର ରୋଡ ଜିଆରପି ପାଟୁଳି ଛକ ରେଲୱେ ଓଭରବ୍ରିଜ ନିକଟରେ ଅଜଣା ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ରେଲୱେ ଓଭବ୍ରିଜ ନିକଟରେ ଯୁବକ ଓ ଯୁବତୀଙ୍କ ମୃତ ଦେହ ଉଦ୍ଧାର

ସୂଚନା ମୁତାବକ ଆଜି ସନ୍ଧ୍ୟାରେ ପାଟୁଳି ରେଲୱେ ଓଭରବ୍ରିଜ ନିକଟରେ ଦୁଇଟି ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏଥିସହିତ ଏହି ମୃତଦେହ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା । ତେବେ ଏହି ମୃତ ଯୁବକ ଓ ଯୁବତୀ କିଏ କୋଉଠୁ ଆସିଥିଲେ ଆଉ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ତାହା ଜଣା ପଡ଼ିନାହିଁ । ସେପଟେ ଘଟଣାସ୍ଥଳରେ ରେଳବାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.