ETV Bharat / state

ଜୋତା ବୋଝେଇ ଟ୍ରକ ଲୁଟେରା ଗିରଫ

author img

By

Published : Jul 23, 2019, 5:57 PM IST

ଲିଫ୍ଟ ମାଗିବା ବାହାନାରେ ଜୋତା ବୋଝେଇ ଟ୍ରକକୁ ଲୁଟି ନେଇଥିବା ଲୁଟେରାକୁ ଗିରଫ କରିଛି କୁଆଖିଆ ପୋଲିସ । ଗିରଫ ପରେ ଲୁଟେରାକୁ କୋର୍ଟ ଚାଲାଣ କରାଯାଇଛି । ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ଏବେ ବି ଫେରାର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଲିଫ୍ଟ ମାଗିବା ବାହାନାରେ ଜୋତା ବୋଝେଇ ଟ୍ରକକୁ ଲୁଟି ନେଇଥିବା ଲୁଟେରା ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ହେଲେ ଭଦ୍ରକ ଥାନା ଅଞ୍ଚଳର ଲାଲା ଖାନ । ଗିରଫ ପରେ ତାକୁ କୋର୍ଟ ଚାଲାଣ କରିଛି କୁଆଖିଆ ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସୂଚନାନୁସାରେ, ଗତ 19 ତାରିଖ ଦିନ କୋଲକାତାରୁ ବାଙ୍ଗାଲୋର ଅଭିମୁଖେ ଏକ ଜୋତା ବୋଝେଇ ଟ୍ରକ ଯାଉଥିଲା । ଏହିସମୟରେ ଲାଲା ବାରବାଟି ନିକଟରେ ଲିଫ୍ଟ ମାଗି ଟ୍ରକରେ ଚଢିଥିଲା । ପରେ ଡ୍ରାଇଭରକୁ ମାଡ ମାରି ଯାଜପୁର ଜିଲ୍ଲା କୁଆଖିଆ ଅଞ୍ଚଳରୁ ସେ ଟ୍ରକ ନେଇ ଫେରାର ହୋଇଯାଇଥିଲା । ଘଟଣାକୁ ନେଇ କୁଆଖିଆ ଥାନାରେ ଅଭିଯୋଗ ହୋଇଥିଲା । ପରେ ପୋଲିସ ତଦନ୍ତ କରି ଟ୍ରକକୁ ବାଲିଚନ୍ଦ୍ରପୁର ଅଞ୍ଚଳରୁ ଉଦ୍ଧାର କରିଥିଲା ।

ତେବେ ଘଟଣାରେ ସମ୍ପକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନେ ଫେରାର ଅଛନ୍ତି । ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଯାଜପୁର ରୋଡ ଏସଡିପିଓ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-truck loot
format-avb
reporter-Gyanaranjan ojha
place-jajpur
date-23.07.19
anchor-ଲିଫ୍ଟ ମାଗି ଜୋତା ବୋଝେଇ ଟ୍ରକକୁ ଲୁଟି ନେଇଥିବା ଲୁଟେରା ଗିରପଂ । କଲିକତାରୁ ବାଙ୍ଗାଲୋର ଅଭିମୁଖେ ଯାଉଥିବା ଜୋତା ବୋଝେଇ ଟ୍ରକକୁ ଯାଜପୁର ଜିଲା କୁଆଖିଆ ଅଂଚଳରୁ ଗତ ୧୯ ତାରିଖ ଦିନ ଅପହରଣ କରିନିଆଯାଇଥିଲା । ଏ ନେଇ ଅଭିଯୋଗ ହେବା ପରେ କୁଆଖିଆ ପୋଲିସ ଜଣକୁ ଗିରପଂ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ହେଲେ ଭଦ୍ରକ ଅଂଚଳର ଲାଲା ଖାନ । ଘଟଣାଦିନ ଲାଲା ବାରବାଟି ନିକଟରେ ଟ୍ରକକୁ ଲିଫ୍ଟ ମାଗି ଉଠିଥିଲା । ପରେ ଡ୍ରାଇଭରକୁ ମାଡ ମାରି ଟ୍ରକ ନେଇ ପେଂରାର ହୋଇଯାଇଥିଲା । ପରେ ପୋଲିସ ତନାଘନା କରି ଟ୍ରକକୁ ବାଲିଚନ୍ଦ୍ରପୁର ଅଂଚଳରୁ ଉଦ୍ଧାର କରିଥିଲା । ଏହି ଘଟଣାରେ ଅନ୍ୟ ଅଭିଯୁକ୍ତ ମାନେ ପେଂରାର ଅଛନ୍ତି । ସେମାନଙ୍କୁ ଖୁବ ଶିଘ୍ର ଗିରପଂ କରାଯିବ ବୋଲି ଯାଜପୁର ରୋଡ ଏସଡିପିଓ ସୂଚନା ଦେଇଛନ୍ତି ।
ବାଇଟ୍:କେଦାର ସାହୁ,ଯାଜପୁରରୋଡ ଏସଡିପିଓ...
Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.