ଯାଜପୁର: ଓଲଟିଲା କଦଳୀ ବୋଝେଇ ଟ୍ରକ୍ । 2ମୃତ,ଜଣେ ଗୁରୁତର । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା କୁଆଖିଆ ଓଭରବ୍ରିଜ ଉପରେ ଆନ୍ଧ୍ରପ୍ରଦେଶରୁ କଦଳୀ ନେଇ ଆସୁଥିବ ଏକ ଟ୍ରକ୍ ଓଲଟିପଡିଛି। ଘଟଣାସ୍ଥଳରେ ଦୁଇ ଜଣ ମୃତ୍ୟୁବରଣ କରିଛନ୍ତି । ଗୁରୁତର ଆହତଙ୍କୁ ତୁରନ୍ତ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ