ଯାଜପୁର: ଜିଲ୍ଲାରେ ଦୋକାନ ବଜାର ଖୋଲିବା ନେଇ ପ୍ରଶାସନ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି । ସକାଳ 7 ଟାରୁ ଅପରାହ୍ନ 1ଟା ଓ ଅପରାହ୍ନ 3ଟାରୁ ସଂନ୍ଧ୍ୟା 6ଟା ଯାଏ ସ୍ବୀକୃତିପ୍ରାପ୍ତ ଦୋକାନ ଗୁଡିକ ଖୋଲିବାକୁ ଅନୁମତି ମିଳିଛି ।
![Public Notice Collector Jajpur](https://etvbharatimages.akamaized.net/etvbharat/prod-images/od-jjr-05-jajpir-shop-open-avo-dry-7204198_18052020205002_1805f_1589815202_1018.jpg)
ଆଉ ନୂତନ ଭାବେ ଗହଣା, ଟିଫିନ, ଜୋତା, ଫରନିଚର ଦୋକାନ ବି ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ରାତି ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ