ETV Bharat / state

ମିନି ଷ୍ଟାଡିୟମ ନିର୍ମାଣକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମୁହାଁମୁହିଁ

author img

By

Published : Jul 25, 2021, 4:27 PM IST

ଷ୍ଟାଡିୟମ ନିର୍ମାଣକୁ ଗ୍ରାମବାସୀଙ୍କ ନାଁ । ଗୋଚର ଜମିରେ ମିନି ଷ୍ଟାଡିୟମ ନିର୍ମାଣ ଦାବିରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ତୁ ତୁ ମେଁ ମେଁ । ଅଧିକ ପଢନ୍ତୁ...

ମିନି ଷ୍ଟାଡିୟମ ନିର୍ମାଣକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମୁହାଁମୁହିଁ
ମିନି ଷ୍ଟାଡିୟମ ନିର୍ମାଣକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମୁହାଁମୁହିଁ

ଯାଜପୁର: ଷ୍ଟାଡିୟମ ନିର୍ମାଣ ଦାବିରେ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଗୋଚର ଜମିରେ ମିନି ଷ୍ଟାଡିୟମ ନିର୍ମାଣ ଦାବିରେ ଶତାଧିକ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଅଧିନ ସିଂହପୁର ପଞ୍ଚାୟତରେ । ସ୍କୁଲ ପାର୍ଶ୍ବକୁ ଲାଗି କରିଥିବା ଗୋଚର ଜମିରେ ମିନି ଷ୍ଟାଡିୟମ ନିର୍ମାଣକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ଜମିରେ ମିନି ଷ୍ଟାଡିୟମ କରି ଲକ୍ଷାଧିକ ଟଙ୍କା ହଡପ କରିବାକୁ ଗୋଟିଏ ଗୋଷ୍ଠୀ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି ।

ଏନେଇ ଯାଜପୁର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଇଛି । କିଭଳି ସରକାରୀ ଗୋଚର ଜମିରେ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ଅନୁମତି ଦିଆଯାଉଛି ଆଉ ତାର ତଦନ୍ତ କରିବା ପାଇଁ ଦାବି କରିଛନ୍ତି ପଞ୍ଚାୟତର ନିର୍ବାଚିତ ଲୋକପ୍ରତିନିଧି ଓ ଗ୍ରାମବାସୀ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.