ETV Bharat / state

ପାଣିକୋଇଲି ସ୍ଥିତ ରିଜର୍ଭ ପୋଲିସ ପଡିଆରେ ୫୮ ତମ ଗୃହରକ୍ଷୀ ଦିବସ ପାଳିତ - Home Guard Day is celebrated at the Reserve Police Grounds in Panikoili

ପାଣିକୋଇଲି ସ୍ଥିତ ରିଜର୍ଭ ପୋଲିସ ପଡିଆରେ ପାଳିତ ହୋଇଯାଇଛି ୫୮ ତମ ଗୃହରକ୍ଷୀ ଦିବସ । ଏଥିରେ ଏସପି ଚରଣ ସିଂ ମିନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇନଶୃଙ୍ଖଳା ରକ୍ଷା କ୍ଷେତ୍ରରେ ଗୃହରକ୍ଷୀ ମାନଙ୍କର ଭୂମିକା ସଂପର୍କରେ ଆଲୋଚନା । ଅଧିକ ପଢନ୍ତୁ...

The 58th Home Guard Day is celebrated at the Reserve Police Grounds in Panikoili
ପାଣିକୋଇଲି ସ୍ଥିତ ରିଜର୍ଭ ପୋଲିସ ପଡିଆରେ ୫୮ ତମ ଗୃହ ରକ୍ଷୀ ଦିବସ ପାଳିତ
author img

By

Published : Dec 6, 2020, 12:49 PM IST

Updated : Dec 6, 2020, 12:55 PM IST

ଯାଜପୁର: ପାଣିକୋଇଲି ସ୍ଥିତ ରିଜର୍ଭ ପୋଲିସ ପଡିଆରେ ପାଳିତ ହୋଇଯାଇଛି ୫୮ ତମ ଗୃହରକ୍ଷୀ ଦିବସ । ଏଥିରେ ଯାଜପୁର ଏସପି ଚରଣ ସିଂ ମିନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇନଶୃଙ୍ଖଳା ରକ୍ଷା କ୍ଷେତ୍ରରେ ଗୃହରକ୍ଷୀ ମାନଙ୍କର ଭୂମିକା ସଂପର୍କରେ ଆଲୋଚନା କରିବା ସହ ସେମାନଙ୍କ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ।

ପାଣିକୋଇଲି ସ୍ଥିତ ରିଜର୍ଭ ପୋଲିସ ପଡିଆରେ ୫୮ ତମ ଗୃହ ରକ୍ଷୀ ଦିବସ ପାଳିତ

ଏହି ସ୍ବତନ୍ତ୍ର ଉତ୍ସବରେ ଅତିରିକ୍ତ ଏସପିଙ୍କ ସମେତ ବିଭିନ୍ନ ଥାନା ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ଏହା ସହ ପ୍ଲାଜମା ଦାନ କରିଥିବା ୪ ଜଣ ଗୃହରକ୍ଷୀଙ୍କୁ ଏସ୍‌ପି ମାନପତ୍ର ସହ ପୁଷ୍ପଗୁଚ୍ଛ ଓ ଅର୍ଥରାଶୀ ଦେଇ ସମ୍ବର୍ଦ୍ଧନା କରିଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Dec 6, 2020, 12:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.