ETV Bharat / state

ଯାଜପୁରରେ ସ୍ବୟଂ ସ୍ବାୟତ୍ତ ଶାସନ ଦିବସ ପାଳିତ

author img

By

Published : Sep 1, 2019, 9:03 PM IST

Updated : Sep 2, 2019, 12:39 AM IST

ଯାଜପୁର ଜିଲ୍ଲାର ବ୍ୟାସନଗର ପୌରପାଳିକାରେ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଛି  । ଏହି ଉପଲକ୍ଷେ ବ୍ୟାସନଗର ଟାଉନ ହଲ ଠାରେ 39ତମ ପ୍ରତିଭା ପୂଜା ଉତ୍ସବ ପାଳିତ ହୋଇଯାଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଯାଜପୁର

ଯାଜପୁର: ଯାଜପୁର ଜିଲ୍ଲାର ବ୍ୟାସନଗର ପୌରପାଳିକାରେ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଛି । ଏହି ଉପଲକ୍ଷେ ବ୍ୟାସନଗର ଟାଉନହଲ ଠାରେ 39ତମ ପ୍ରତିଭା ପୂଜା ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ସ୍ଥାନୀୟ କୋରାଇ ବିଧାୟକ ଅଶୋକ କୁମାର ବଳ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସହରକୁ ଏକ ସ୍ବଚ୍ଛ ଓ ସବୁଜିମା ଭରା ସହରରେ ପରିଣତ କରିବା ପାଇଁ ପୌର କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଯାଜପୁର

ଏଥିସହ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦଘାଟନ କରିଥିଲେ। ତେବେ ପୌରପରିଷଦର ଅଧ୍ୟକ୍ଷ ଦାୟିତ୍ବରେ ଥିବା କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଏହି ଉତ୍ସବରେ ପୌରହିତ୍ୟ କରିଥିଲେ ।

ଏଥିସହ ଉଦଯାପନୀ ସଂନ୍ଧ୍ୟାରେ ଅତିଥି ମାନଙ୍କ ଦ୍ବାରା ସହରର କୁନିକୁନି ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ପୌରାଞ୍ଚଳର ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ବାରା ନୃତ୍ୟ ସଙ୍ଗୀତର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରିଶେଷରେ କଳିଙ୍ଗନଗର ମୁଖଶାଳାରେ ଥିବା ଏହି ବ୍ୟାସନଗର ସହରକୁ ଏକ ବିକାଶଶୀଳ ସହରରେ ପରିଣତ କରିବା ପାଇଁ ଉଭୟ ବିଧାୟକ ଓ ଜିଲ୍ଲାପାଳ ସଂକଳ୍ପ ନେଇଥିଲେ ।

ଏହି ଉତ୍ସବରେ ବିଧାୟକ ଅଶୋକ କୁମାର ବଳଙ୍କ ସମେତ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ଏସପି ଚରଣ ସିଂ ମୀନା ଏବଂ ଶିକ୍ଷାବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ଯାଜପୁରର ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-swayatta_sasana_dibasa
format-avb
reporter-Gyanaranjan ojha
place-jajpur
date-01.09.19
Anchor---ଯାଜପୁର ଜିଲ୍ଲାର ବ୍ୟାସନଗର ପୌରପାଳିକା ବ୍ୟାସନଗର ପାଳିତ ହୋଇଛି ସ୍ବାୟତ୍ତ ଶାସନ ଦିବସ । ଏହି ଉପଲକ୍ଷେ ବ୍ୟାସନଗର ଟାଉନହଲ ଠାରେ 39ତମ ପ୍ରତିଭା ପୂଜା ଉତ୍ସବ ପାଳିତ ହୋଇଥିଲା । ଏଥିରେ ସ୍ଥାନୀୟ କୋରାଇ ବିଧାୟକ ଅଶୋକ କୁମାର ବଳ ମୁଖ୍ୟଅତିଥି ଭାବେ ଯୋଗଦେଇ । ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ଏସପି ଚରଣ ସିଂ ମୀନାଙ୍କ ସମେତ ଶିକ୍ଷାବିଭାଗର ବରିଷ୍ଠ ଅଧିକାରୀ ମାନେ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦଘାଟନ କରାଯାଇଥିଲା । ସହରକୁ ଏକ ସ୍ବଚ୍ଛ ଓ ସବୁଜିମା ଭରା ସହରରେ ପରିଣତ କରିବା ପାଇଁ ପୌର କର୍ତ୍ତୁପକ୍ଷଙ୍କୁ ପରାମର୍ଶ ଦେଇଥିଲେ । ପୌରପରିଷଦର ଅଧ୍ୟକ୍ଷ ଦାୟିତ୍ବରେ ଥିବା କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଏହି ଉତ୍ସବରେ ପୌରହିତ୍ୟ କରିଥିଲେ । ଉଦଯାପନୀ ସଂନ୍ଧ୍ୟାରେ ଅତିଥି ମାନଙ୍କ ଦ୍ବାରା ସହରର କୁନିକୁନି ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ପୌରାଞ୍ଚଳର ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ବାରା ନୃତ୍ୟସଙ୍ଗୀତର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଳିଙ୍ଗନଗର ମୁଖଶାଳାରେ ଥିବା ଏହି ବ୍ୟାସନଗର ସହରକୁ ଏକ ବିକାଶଶୀଳ ସହରରେ ପରିଣତ କରିବା ପାଇଁ ଉଭୟ ବିଧାୟକ ଓ ଜିଲ୍ଲାପାଳ ସଂଙ୍କଳ୍ପ ନେଇଥିଲେ ।
bite-01--ରଞ୍ଜନ କୁମାର ଦାସ, ଜିଲ୍ଲାପାଳ, ଯାଜପୁର
bite-02--ଅଶୋକ କୁମାର ବଳ, ବିଧାୟକ, କୋରାଇ
Body:NewsConclusion:
Last Updated : Sep 2, 2019, 12:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.